ETV Bharat / state

ଆମିକସ କ୍ୟୁରିଙ୍କୁ ଦାବି ପତ୍ର, ‘ଉଚ୍ଛେଦ କର କିନ୍ତୁ ଥଇଥାନ ବି କର’ - ପୁରୀ

ବିଭିନ୍ନ ସଙ୍ଗଠନ ଦେଲେ ଦାବି ପତ୍ର । ପୁରୀ ଗସ୍ତରେ ଥିବା ଆମିକସ କ୍ୟୁରି ରଣଜିତ କୁମାରଙ୍କୁ ଭେଟି ଜଣାଇଲେ ଦାବି । ଶ୍ରୀକ୍ଷେତ୍ରର ବିକାଶକୁ ସ୍ବାଗତ କରୁଛୁ କିନ୍ତୁ ବିସ୍ଥାପିତ ହେଉଥିବା ଲୋେକଙ୍କୁ ଥଇଥାନ କରାଯିବାକୁ ପତ୍ର ମାଧ୍ୟମରେ ଜମାଇଛନ୍ତି ପୁରୀ ସୁରକ୍ଷା ମଞ୍ଚ ଓ ବ୍ୟବସାୟୀ ସଂଘ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ପୁରୀ
author img

By

Published : Sep 8, 2019, 4:10 AM IST

Updated : Sep 8, 2019, 7:01 AM IST

ପୁରୀ: ଶ୍ରୀକ୍ଷେତ୍ରର ଉଚ୍ଛେଦ ପ୍ରକ୍ରିୟାକୁ ଅନୁଧ୍ୟାନ କରିଛନ୍ତି ଆମିକସ କ୍ୟୁରି ରଣଜିତ କୁମାର । ଶ୍ରୀମନ୍ଦିର ସୁରକ୍ଷା ଓ ବିଶ୍ବ ଐତିହନଗରୀ ନେଇ ରାଜ୍ୟ ସରକାର କିଭଳି ଉଛେଦ ଅଭିଯାନ କରୁଛନ୍ତି ଓ ଏହାଦ୍ବାରା ଲୋକେ କେତେ ପ୍ରଭାବିତ ହେଉଛନ୍ତି ସେ ନେଇ କରିଛନ୍ତି ସମୀକ୍ଷା ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ପୁରୀ

ଏହି ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଅସନ୍ତୁଷ୍ଟ ଥିବା ବିଭିନ୍ନ ସଂଘଠନର କର୍ମକର୍ତ୍ତା ଆମିକସ କ୍ୟୁରିଙ୍କୁ ଭେଟିଛନ୍ତି । ମୁଖ୍ୟତଃ ଉଚ୍ଛେଦ ପୂର୍ବରୁ ଉପଯୁକ୍ତ ଥଇଥାନ ନେଇ ଦାବି ପତ୍ର ଜଣାଇଛନ୍ତି । ପୁରୀର ବିକାଶ କାର୍ଯ୍ୟକୁ ବିଭିନ୍ନ ସଂଗଠନ ସ୍ବାଗତ କରିଥିବା ବେଳେ ଉଚ୍ଛେଦରେ ବିସ୍ଥାପିତ ହେଉଥିବା ଲୋକଙ୍କ ସମେତ ବ୍ୟବସାୟୀ, ମଠ ଗୁଡ଼ିକର ଉପଯୁକ୍ତ ଥଇଥାନ ଆବଶ୍ୟକ ।

ଏହିଭଳି ଦାବିପତ୍ର ନେଇ ଆମୀକସ କ୍ୟୁରିଙ୍କୁ ଭେଟିଛି ପୁରୀ ସୁରକ୍ଷା ମଞ୍ଚ ଓ ବ୍ୟବସାୟୀ ସଂଘ । ପୁରୀ ବାସୀ ଶ୍ରୀକ୍ଷେତ୍ରର ବିକାଶ ଚାହାଁନ୍ତି କିନ୍ତୁ ଉଚ୍ଛେଦ ପୂର୍ବରୁ କ୍ଷତିଗ୍ରସ୍ତଙ୍କୁ ଥଇଥାନ ଆବଶ୍ୟକ ବୋଲି ଅନୁରୋଧ କରିଛନ୍ତି ପୁରୀ ସୁରକ୍ଷା ମଞ୍ଚ ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଆମୀ କସ କ୍ୟୁରି ଙ୍କୁ ଦାବି ପତ୍ରBody:ପୁରୀ ଆସି ଫେରି ଯାଇଛନ୍ତି ଆମୀକସ କ୍ୟୁରି ରଣଜିତ କୁମାର । ଶ୍ରୀମନ୍ଦିର ସୁରକ୍ଷା ଓ ବିଶ୍ୱ ଐତିହ ନଗରୀ ନେଇ ରାଜ୍ୟ ସରକାର କୀଭଳି ଉଛେଦ ଅଭିଯାନ କରୁଛନ୍ତି ଓ ଏହା ଦ୍ୱାରା ଲୋକ ମାନେ କେତେ ପ୍ରଭାବିତ ହେଉଛନ୍ତି ସେ ନେଇ ସମୀକ୍ଷା କରିଛନ୍ତି। ତେବେ ଆମୀକସ କ୍ୟୁରି ଙ୍କୁ ଆଜି ପୁରୀ ର ବିଭିନ୍ନ ସଂଗଠନ କର୍ମକର୍ତା ଭେଟି ଉଛେଦ ପୂର୍ବରୁ ଉପଯୁକ୍ତ ଥଇଥାନ ନେଇ ଦାବି ପତ୍ର ଦେଇ ଛନ୍ତି। ପୁରୀ ର ବିକାଶ କାର୍ଯ୍ୟ କୁ ବିଭିନ୍ନ ସଂଗଠନ ସ୍ୱାଗତ କରିଥିବା ବେଳେ ଉଛେଦ ରେ ବିସ୍ଥାପିତ ହେଉଥିବା ଲୋକ ସମେତ ବ୍ୟବସାୟୀ , ମଠ ଗୁଡ଼ିକ ଉପଯୁକ୍ତ ରୂପେ ଥଇଥାନ ନେଇ ଆମୀକସ କ୍ୟୁରି ଙ୍କୁ ଭେଟି ଅନୁରୋଧ କରିଥିଲେ ପୁରୀ ସୁରକ୍ଷା ମଞ୍ଚ ଓ ବ୍ୟବସାୟୀ ସଂଘ।

ବାଇଟ1,, ପ୍ରିୟ ଦର୍ଶନ ପଟ୍ଟନାୟକ,, ପୁରୀ ସୁରକ୍ଷା ମଞ୍ଚ
ବାଇଟ,, ଶ୍ରୀକନ୍ଦ ମିଶ୍ର , ବ୍ୟବସାୟୀ ସଂଘ।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
Last Updated : Sep 8, 2019, 7:01 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.