ETV Bharat / state

ଟିକଟକରେ ଭାଇରାଲ ଶ୍ରୀମନ୍ଦିର ଭିତର ଭିଡିଓ - puri srimandir video viral

ପୁଣି ଶ୍ରୀମନ୍ଦିରର ଭିତର ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଟିକଟକରେ ଭିଡିଓ ଭାଇରଲ ହୋଇଛି ଏହି ଭିଡିଓ ।  ଭିଡିଓରେ ଶ୍ରୀମନ୍ଦିର ଭିତର ବେଢ଼ା ଓ ଆନନ୍ଦ ବଜ଼ାରର ଦୃଶ୍ୟ ରହିଛି। ତେବେ ମାମାଲି ନାମକ ଜଣେ ଯୁବତୀ ନିଜ ଟିକଟକ ଆକାଉଣ୍ଟରେ ଏହି ଭିଡିଓ ଭାଇରାଲ କରିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ
author img

By

Published : Oct 28, 2019, 1:44 PM IST

ପୁରୀ: ପୁଣି ଶ୍ରୀମନ୍ଦିରର ଭିତର ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଟିକଟକରେ ଭିଡିଓ ଭାଇରାଲ ହୋଇଛି ଏହି ଭିଡିଓ । ଭିଡିଓରେ ଶ୍ରୀମନ୍ଦିର ଭିତର ବେଢ଼ା ଓ ଆନନ୍ଦ ବଜ଼ାରର ଦୃଶ୍ୟ ରହିଛି। ତେବେ ମାମାଲି ନାମକ ଜଣେ ଯୁବତୀ ନିଜ ଟିକଟକ ଆକାଉଣ୍ଟରେ ଏହି ଭିଡିଓ ଭାଇରାଲ କରିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

ତେବେ ଏତେ ନିରାପତ୍ତା ବ୍ୟବସ୍ଥା ମଧ୍ୟରେ କିଭଳି ଜଣେ ମୋବାଇଲ ନେଇପାରୁଛି ଓ ଭିଡିଓ ସୁଟିଂ ହେଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ତେବେ ଗତ କିଛିଦିନ ତଳେ ଜଣେ ଓଲିଉଡ ଅଭିନେତ୍ରୀଙ୍କ ସେଲ୍ଫି ଫ ଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଜଣେ ଯୁବକକୁ ସିଂହଦ୍ବାର ଥାନା ପୋଲିସ ଗିରଫ କରିଥିଲା। ତେବେ ଏହି ଘଟଣାରେ ପୋଲିସ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ0 ଏବେ ଅପେକ୍ଷା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶ୍ରୀମନ୍ଦିର ଭିତର ଭିଡିଓ ଭାଇରଲBody:ପୁଣି ଶ୍ରୀମନ୍ଦିର ର ଭିତର ଭିଡିଓ ଭାଇରଲ ହୋଇଛି। ସୋସିଆଲ ମିଡିଆ ରେ ଟିକ ଟକ ରେ ଭିଡିଓ ଭାଇରଲ ହୋଇଛି।ଶ୍ରୀମନ୍ଦିର ଭିତର ବେଢ଼ା ଓ ଆନନ୍ଦ ବଜ଼ାର ଭିଡିଓ ଏଥିରେ ରହିଛି। ମାମାଲି ନାମକ ଜଣେ ଯୁବତୀ ନିଜ ଟିକ ଟକ ଆକାଉଣ୍ଟ ରେ ଭାଇରଲ କରିଛନ୍ତି। ତେବେ ଏତେ ନିରାପତା ବ୍ୟବସ୍ଥା ଭିତରେ କୀଭଳି ଭିଡିଓ ମୋବାଇଲ ରେ ସୁଟିଂ ହେଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଚି। କିଛିଦିନ ତଳେ ଜଣେ ଓଲିଉଡ ଅଭିନେତ୍ରୀ ଙ୍କ ସେଲ୍ଫି ଫୋଟୋ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇ ଥିଲା। ଏହି ଘଟଣା ରେ ଜଣେ ଯୁବକକୁ ସିଂହ ଦ୍ବାର ଥାନା ପୋଲିସ ଗିରଫ କରିଥିଲା। ତେବେ ଏହି ଘଟଣା ରେ ପୋଲିସ କୀଭଳି କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ଏବେ ଅପେକ୍ଷା

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.