ETV Bharat / state

ସ୍ନାନଯାତ୍ରା ନୀତି ନିର୍ଘଣ୍ଟ, ଗୁରୁବାର ରାତି ଗୋଟାଏରେ ମଙ୍ଗଳାର୍ପଣ

author img

By

Published : Jun 4, 2020, 8:25 PM IST

ଦେବସ୍ନାନ ପୂର୍ଣିମା ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ନିର୍ଘଣ୍ଟ କରାଯାଇଛି । ଚଳିତବର୍ଷ ସାହାଣ ମେଲା ବନ୍ଦ ରହିବ ।

ସ୍ନାନଯାତ୍ରା ନୀତି ନିର୍ଘଣ୍ଟ, ଗୁରୁବାର ରାତି ଗୋଟାଏରେ ମଙ୍ଗଳାର୍ପଣ
ସ୍ନାନଯାତ୍ରା ନୀତି ନିର୍ଘଣ୍ଟ, ଗୁରୁବାର ରାତି ଗୋଟାଏରେ ମଙ୍ଗଳାର୍ପଣସ୍ନାନଯାତ୍ରା ନୀତି ନିର୍ଘଣ୍ଟ, ଗୁରୁବାର ରାତି ଗୋଟାଏରେ ମଙ୍ଗଳାର୍ପଣ

ପୁରୀ: ଶୁକ୍ରବାର ପବିତ୍ର ଦେବସ୍ନାନ ପୂର୍ଣିମା । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ନିର୍ଘଣ୍ଟ କରାଯାଇ ସାରିଛି । ତେବେ ମହାମାରୀ କୋରାନା ଯୋଗୁଁ ଚଳିତବର୍ଷ ସାହାଣ ମେଲା ବନ୍ଦ ରହିଛି ।

puri sana purnima
ସ୍ନାନଯାତ୍ରା ନୀତି ନିର୍ଘଣ୍ଟ

ଅନ୍ୟପଟେ ସ୍ନାନପୂର୍ଣ୍ଣିମା ଦିନ ଶ୍ରୀକ୍ଷେତ୍ରରେ 144 ଧାରା ଲାଗୁ କରାଯିବ । ଏ ମହାପ୍ରଭୁଙ୍କ ସ୍ନାନଯାତ୍ରା ପୂର୍ବଦିନ ଅର୍ଥାତ 4 ତାରିଖ ରାତି 10ଟାରୁ 6 ତାରିଖ ଦିନ 2ଟା ଯାଏଁ 144 ଧାରା ବଳବତ୍ତର ରହିବ ।

ପୁରୀରୁ ଶକ୍ତି ପ୍ରସାଦ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.