ETV Bharat / state

ପୁରୀରେ ଶେଷ ହେଲା ସମୀକ୍ଷା ବୈଠକ

author img

By

Published : Jun 22, 2020, 4:27 PM IST

Updated : Jun 22, 2020, 6:12 PM IST

ପୁରୀରେ ଶେଷ ହେଲା ସମୀକ୍ଷା ବୈଠକ
ପୁରୀରେ ଶେଷ ହେଲା ସମୀକ୍ଷା ବୈଠକ

16:18 June 22

ରଥଯାତ୍ରା ପ୍ରସଙ୍ଗ

ପୁରୀରେ ଶେଷ ହେଲା ସମୀକ୍ଷା ବୈଠକ

ପୁରୀ: ପୁରୀରେ ରଥ ଯାତ୍ରା ହେବା ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବାପରେ ପ୍ରଶାସନିକ ସ୍ତରରେ ଜୋରଦାର ହୋଇଛି ପ୍ରସ୍ତୁତି । ବର୍ତ୍ତମାନ ପୁରୀରେ ବସିଥିବା ଜରୁରୀ ବୈଠକ ଶେଷ ହୋଇଥିବା ବେଳେ ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ସଚିବ, ଡିଜିପି, ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଡିଜି କ୍ରାଇମବ୍ରାଞ୍ଚ, କେନ୍ଦ୍ରାଞ୍ଚଳ ଡିଆଇଜି  ଉପସ୍ଥିତ ରହିଥିଲେ । 

ସମୀକ୍ଷା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।  ରଥଯାତ୍ରା ନେଇ ପୂର୍ବରୁ ସରକାର ପୂର୍ଵ ପ୍ରସ୍ତୁତି କରିଥିବା ହେତୁ କୌଣସି ଅସୁବିଧା ହେବ ନାହିଁ, ସୁପ୍ରିମକୋର୍ଟଙ୍କ ଗାଇଡ଼ ଲାଇନ ଅନୁଯାୟୀ ଭକ୍ତ ମାନେ ଏଥର ରଥ ଯାତ୍ରାରେ ସାମିଲ ହେବେ ନାହିଁ । ଘରେ ଟିଭି ମାଧ୍ୟମରେ ରଥଯାତ୍ରା ଦେଖିବା ପାଇଁ ଦୂର ଦର୍ଶନରେ ବ୍ୟବସ୍ଥା ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । 

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 22, 2020, 6:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.