ETV Bharat / state

ପୁରୀ ପୋଲିସ କବଜାରେ 8 ଲୁଟେରା - puri police arrested

ଗଦାଧର ହାଇସ୍କୁଲରୁ 14ଟି ସିଲିଂ ଫଙ୍ଖା ଚୋରି ଘଟଣାରେ ବାସେଳୀ ସାହି ଥାନା ପୋଲିସ 8 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

puri police arrested 8 lootera on gadadhar Highschool fan loot case
ପୁରୀ ପୋଲିସ କବଜାରେ 8 ଲୁଟେରା
author img

By

Published : Nov 8, 2020, 5:58 AM IST

ପୁରୀ: ପୁରୀ ସହରରେ ଚୋରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ସୁଯୋଗ ମିଳିଲେ କଳାକନା ବୁଲାଇ ଚମ୍ପଟ ମାରୁଛନ୍ତି ଲୁଟେରା । ଲକଡାଉନ ସମୟରେ ପୁରୀ ଲୋକନାଥରୋଡ଼ରେ ଥିବା ଗଦାଧର ହାଇସ୍କୁଲରୁ14ଟି ସିଲିଂ ଫଙ୍ଖା ଚୋରି ଘଟଣାରେ ବାସେଳୀ ସାହି ଥାନା ପୋଲିସ 8 ଜଣଙ୍କୁ ଗିରଫ କରିଛି ।

puri police arrested 8 lootera on gadadhar Highschool fan loot case
ପୁରୀ ପୋଲିସ କବଜାରେ 8 ଲୁଟେରା

ପୋଲିସର ସୂଚନା ଅନୁଯାୟୀ ପୁରୀ ସହର ବାରବାଟୀ ନୂଆ ସାହିର ରାଜ କିଶୋର ବେହେରା ଓ ତାର ଅନ୍ୟ ସାଥି ବିଶ୍ବଜିତ ମହାପାତ୍ର, ସତ୍ୟ ନାରାୟଣ ସାମନ୍ତରାୟ, ମଙ୍ଗୁଳି ବାରିକ, ଅଶୋକ ସାହୁ, ସୁଜିତ ଦାସ, ଭୀମସେନ ବେହେରା ଓ ସରୋଜ ସାହୁଙ୍କୁ ଚୋରି ଅଭିଯୋଗରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ତେବେ ଗତ କିଛି ଦିନ ହେବ ପୁରି ସହରରେ ଲୁଟେରାଙ୍କ ଆତଙ୍କ ଲାଗି ରହିଛି । ରାତିରେ ଚୋର ମାନେ ଘର ଗ୍ରିଲ ଭାଙ୍ଗି, ବ୍ୟବସାୟ ପ୍ରତିଷ୍ଠାନ ସଟର କାଟି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି । ସେଥିପାଇଁ ପୁରୀ ସହରରେ କଡାକଡି ପେଟ୍ରୋଲିଂ କରିବା ପାଇଁ ସାଧାରଣରେ ଦାବି ହୋଇଛି

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.