ETV Bharat / state

ପୁରୀକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା, ବାଲୁକା କଳାରେ ପୁରୀବାସୀଙ୍କୁ ଶୁଭେଚ୍ଛା

author img

By

Published : Oct 11, 2020, 10:41 PM IST

ପୁରୀର ଗୋଲ୍ଡେନ ବିଚ ବ୍ଲୁ ଫ୍ଲାଗ ବିଚ୍ ଭାବେ ମାନ୍ୟତା ପଇଛି । ଡେନମାର୍କ ଫେଡରେସନ ଅଫ ଏଜୁକେସନ ଆଣ୍ଡ ଏନଭାରମେଣ୍ଟ ତଥା ‘ଫି’ ପକ୍ଷରୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଛି । ସେପଟେ ଏନେଇ ଏକ ସୁନ୍ଦର ବଲୁକା କଳା ଚିତ୍ର କରି ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ର କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୁରୀକୁ ମିଳିଲା ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା, ବାଲୁକାକଳା ଚିତ୍ରରେ ପୁରୀବାସୀଙ୍କୁ ଶୁଭେଚ୍ଛା

ପୁରୀ: ଆମ ରାଜ୍ୟକୁ ଗର୍ବ ଆଣିଦେଇଛି ପୁରୀ ସମୂଦ୍ର ବେଳାଭୂମି । ପୁରୀର ଗୋଲ୍ଡେନ ବିଚ ବ୍ଲୁ ଫ୍ଲାଗ ବିଚ୍ ଭାବେ ମାନ୍ୟତା ପଇଛି । ଡେନମାର୍କ ଫେଡରେସନ ଅଫ ଏଜୁକେସନ ଆଣ୍ଡ ଏନଭରମେଣ୍ଟ ତଥା ‘ଫି’ ପକ୍ଷରୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଯାହାକୁ ନେଇ ପୁରୀ ସହରରେ ଆନନ୍ଦର ଲହରୀ ଖେଳି ଯାଇଥିବା ବେଳେ ଏହାର ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଚିତ୍ର କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଗୋଲ୍ଡେନ ବିଚ୍‌ରେ ଏହି ସମ୍ପର୍କରେ ଏକ ସୁନ୍ଦର ବାଲୁକା କଳା ଚିତ୍ର କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। । ତେବେ ଏହା ପୁରୀ ପାଇଁ ଏକ ଗୌରବ ବିଷୟ । ସମସ୍ତେ ମିଳିମିଶି ବ୍ଲୁ ଫ୍ଲାଗ ବିଚ୍ କିଭଳି ପରିଷ୍କାର ପରିଚ୍ଛନ୍ନ ବଜାୟ ରଖିହେବ ସେ ନେଇ ସହଯୋଗ କରିବକୁ ଆହ୍ୱାନ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.