ETV Bharat / state

କଂଗ୍ରେସରେ ଆଶାୟୀଙ୍କ କନ୍ଦଳ - quarrel

ପୁରୀ ଜିଲ୍ଲା କଂଗ୍ରେସରେ କନ୍ଦଳ । ଆଶାୟୀଙ୍କ ଲମ୍ବା ତାଲିକା

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର
author img

By

Published : Feb 15, 2019, 5:16 PM IST

ଭୁବନେଶ୍ବର: ପୁରୀ ଜିଲ୍ଲା କଂଗ୍ରେସରେ କନ୍ଦଳ। ଆଶାୟୀଙ୍କ ଲମ୍ବା ତାଲିକା । ପୁରୀ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ସବୁ ବିଧାନସଭା ଓ ସଂସଦ ନିର୍ବାଚନ ମଣ୍ଡଳୀ ପାଇଁ ଆଜି ସ୍କ୍ରିନିଂ କମିଟି ପ୍ରାର୍ଥୀ ଚୂଡାନ୍ତ କରିଛନ୍ତି । ହେଲେ ପୁରୀ ବିଧାନସଭା ପାଇଁ ଦାବିଦାରଙ୍କ ସଂଖ୍ୟା 12 ରହିଥିବାବେଳେ ଅନେକ ନୂଆ ମୁହଁ ଦେବାକୁ କହିଛନ୍ତି । ବିଶେଷ କରି ନୂଆ ଯୁବ ନେତାଙ୍କୁ ଗୁରୁତ୍ବ ଦେବାକୁ ଦାବି କରିଛନ୍ତି।

ପୁରୀ ଜିଲ୍ଲାର ପୁରୀ ସଦର ଓ ପିପିଲି ନିର୍ବାଚନମଣ୍ଡଳୀକୁ ନେଇ ଅଧିକ ବିବାଦ ରହିଛି। ଯାହାକି କମିଟି ଅଧ୍ୟକ୍ଷଙ୍କ ପାଇଁ ବେଶ ଅଡୁଆ ହୋଇଥିଲା । ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ କେଦାର ସାମନ୍ତରାୟ ଲଗାତାର ଭାବରେ 4 ଥର ପ୍ରାର୍ଥୀ ହୋଇଥିଲେ ବି ଜିତି ପାରିନାହାନ୍ତି। ତେଣୁ ତାଙ୍କୁ ହଟାଇ ନୂଆ ଲୋକଙ୍କୁ ପ୍ରାର୍ଥୀ କରାଯାଉ ବୋଲି ଦାବି ହୋଇଛି । ଆଶାୟୀଙ୍କ ମଧ୍ୟରେ ଦାବିଦାର ଅନେକ ରହିଥିବା ବେଳେ ଦଳର ମଙ୍ଗୁଆଳଙ୍କ ଚିନ୍ତା ବଢିଛି।

ନିଜ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିବାକୁ ମାଳ ମାଳ ପ୍ରସଙ୍ଗ ଧରି ନେତା ସ୍କ୍ରିନିଂ କମିଟିକୁ ସାମ୍ନା କରିଛନ୍ତି। ତେବେ ଚୂଡ଼ାନ୍ତ ତାଲିକାରେ କିଏ ସ୍ଥାନ ପାଉଛି ତା ଉପରେ ନଜର।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପୁରୀ କଂଗ୍ରେସରେ କନ୍ଦଳ। ଆଶାୟୀଙ୍କ ଲମ୍ବା ତାଲିକା। ପୁରୀ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ସବୁ ବିଧାନସଭା ଓ ସଂସଦ ନିର୍ବାଚନ ମଣ୍ଡଳୀ ପାଇଁ ଆଜି ସ୍କ୍ରିନିଂ କମିଟି ପ୍ରାର୍ଥୀ ଚୂଡାନ୍ତ କରିଛନ୍ତି। ହେଲେ ପୁରୀ ବିଧାନସଭା ପାଇଁ ଦାବିଦର ଙ୍କ ସଂଖ୍ୟା 12 ରହିଥିବା ବେଳେ ଅନେକ ନୂଆ ମୁହଁ ଦେବାକୁ କହିଛନ୍ତି। ବିଶେଷ କରି ନୂଆ ଯୁବ ନେତାଙ୍କୁ ଗୁରୁତ୍ବ ଦେବାକୁ ଦାବି କରିଛନ୍ତି।

Body:ପୁରୀ ଜିଲ୍ଲାର ପୁରୀ ସଦର ଓ ପିପିଲି ନିର୍ବାଚନମଣ୍ଡଳୀ କୁ ନେଇନାଧିକ ବିବାଦ ରହିଛି। ଯାହାକି କମିଟି ଅଧ୍ୟକ୍ଷ ଙ୍କ ପାଇଁ ବେଶ ଅଡୁଆ ହୋଇଥିଲା। ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ କେଦାର ସାମନ୍ତରାୟ ଲଗାତାର ଭାବରେ 4 ଥର ପ୍ରାର୍ଥୀ ହୋଇଥିଲେ ବି ଜିତି ପାରିନାହାନ୍ତି। ତେଣୁ ତାଙ୍କୁ ହଟାଇ ନୂଆ ଲୋକଙ୍କୁ ପ୍ରାର୍ଥୀ କରାଯାଉ ବୋଲି ଦାବି ହୋଇଛି। ଆଶାୟୀଙ୍କ ମଧ୍ୟରେ ଦାବିଦାର ଅନେକ ରହିଥିବା ବେଳେ ଦଳର ମଙ୍ଗୁଆଲଙ୍କ ଚିନ୍ତା ବଢିଛି।
ବାଇଟ- ଅଜିତ ମଙ୍ଗରାଜ, ଆଶାୟୀ ପ୍ରାର୍ଥୀ
ବାଇଟ- ନିଶିକାନ୍ତ ମହାପାତ୍ର, ଆଶାୟୀ ପ୍ରାର୍ଥୀ

Conclusion:() ନିଜ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିବାକୁ ମାଲ ମାଲ ପ୍ରସଙ୍ଗ ଧରି ନେତା ସ୍କ୍ରିନିଂ କମିଟିକୁ ସାମ୍ନା କରିଛନ୍ତି। ତେବେ ଚୂଡ଼ାନ୍ତ ତାଲିକାରେ କିଏ ସ୍ଥାନ ପାଉଛି ତା ଉପରେ ନଜର।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.