ETV Bharat / state

ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ହୋଲି ଖେଳିଲେ ପୁରୀ ଜିଲ୍ଲାପାଳ - school

ରଙ୍ଗର ପର୍ବ ହୋଲି ପୁରୀ ସହରରେ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି। ପିଲାଠୁ ବୁଢା ସମସ୍ତେ ମିଶି ଖେଳିଛନ୍ତି ଅବିର। ଆଉ ଏହି ଅବିରର ଏହି ରଙ୍ଗରେ ପୁରୀ ଜିଲ୍ଲାପାଳ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ମିଶି ମନାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Mar 22, 2019, 12:24 PM IST

ପୁରୀ: ସବୁଠି ହୋଲିର ମାହୋଲ । ହୋଲିର ରଙ୍ଗରେ ରଙ୍ଗେଇ ହୋଇଛନ୍ତି ସମସ୍ତେ। ସବୁଠି ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି ରଙ୍ଗର ପର୍ବ ହୋଲିକୁ। ପିଲାଠୁ ବୁଢା ସମସ୍ତେ ଏହି ପରସ୍ପରଙ୍କୁ ରଙ୍ଗ ବୋଳି ମନାଉଛନ୍ତି ହୋଲି। ଆଉ ଏମାନଙ୍କ ଖୁସିରେ ସାମିଲ ହୋଇଛନ୍ତି ପୁରୀ ଜିଲ୍ଲାପାଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଙ୍କ ଅଫିସକୁ ଆସି ହୋଲି ଖେଳିଛନ୍ତି । ଦିନ ସାରା ଏଭଳି ରଙ୍ଗ ଲଗାଇ, ଭୋଜିଭାତ କରି ହୋଲିର ମଜା ନେବେ ବୋଲି କହିଛନ୍ତି । ତେବେ ଅନେକଙ୍କ ମଧ୍ୟରେ ରାଧାକୃଷ୍ଣ ବେଶ ହୋଇ ହୋଲି ଖେଳୁଥିବାର ଦେଖିବାକୁ ମିଳିଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

SLUG-BJD PROGRAMME
AVO-MRUTYUNJAY SENAPATI, MAYURBHANJ
DATE-21.03.2019
ANCHOR- ନିର୍ବାଚନ ଯେତେ ପାଖେ ଆସୁଛି |  ସେତେ ଚଳ ଚଞ୍ଚଳ ହେଉଛି ପୁରପଲ୍ଲୀରୁ ଆରମ୍ଭ କରି ସହର ପର୍ଯନ୍ତ ! ଭୋଟ ହାତେଇବା  ପାଇଁ ସବୁ ରାଜନେତା ମାନେ ଆରମ୍ଭ କରିଛନ୍ତି ନିଜ ନିଜର ପ୍ରସ୍ତୁତି ! ନିଜର ଗୁଣ ଗାଇବାରେ ବିରୋଧୀର ଦୁର୍ଗୁଣ ଗାଇବାରେ ବ୍ୟସ୍ତ ହେବେ ସମସ୍ତେ ! ଏଥିରେ ବିଜେଡି ଆରମ୍ଭ କରିଛି ଘରେ ଘରେ ଶଙ୍ଖ ! ଏହି କାର୍ଯ୍ୟକମ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ନିର୍ବାଚନ ମଣ୍ଡଳୀରୁ ମହିଳା ନେତ୍ରୀମାନଙ୍କ ଦ୍ୱାରା ମୋରଡ଼ା, ରାସଗୋବିନ୍ଦପୁର ଓ ଶୁଲିଅପଦ ବ୍ଲକର ବିଭିନ୍ନ ଗ୍ରାମ ରେ ମହିଳା ନେତ୍ରୀ ମାନେ ଘରେ ଘରେ ବୁଲି ବିଜେଡି   ସରକାର ଙ୍କ ସଫଳତା ବିଷୟ ରେ ଜନ ସାଧାରଣ ମାନଙ୍କୁ ବୁଝାଇ ଥିଲେ। ରାଜ୍ୟ ସରକାର ଙ୍କ ମିଶନ ଶକ୍ତି ର ଅଗ୍ରାଧିକାର ବିଷୟ ରେ କହିଥିଲେ !ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ କହି ଭୋଟର ମାନଙ୍କ ଉପରେ ମତା ମତ ସଗ୍ରାହ କରିବା ସହ ଆଗାମୀ ସମୟ ରେ ବିଜେଡି କୁ  ଭୋଟ ଦେବା ଓ ଜାଗୃତି କରିବା ପାଇଁ ଭୋଟର ଙ୍କୁ ଅନୁରୋଧ କରିଛନ୍ତି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.