ETV Bharat / state

ଦ୍ୱିତୀୟ ପର୍ଯ୍ୟାୟ ରଥକାଠ ସଂଗ୍ରହ ପକ୍ରିୟା ଆରମ୍ଭ

author img

By

Published : Mar 1, 2021, 10:39 PM IST

ଚଳିତବର୍ଷ ରଥଯାତ୍ରା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ରଥକାଠ ସଂଗ୍ରହ ପକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ୱାବଧାରକଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍ ବୌଦ୍ଧ ଅଭିମୁଖେ ଯାତ୍ରା କରିଛନ୍ତି । ଅଧିକ ପଢନ୍ତୁ...

ଦ୍ୱିତୀୟ ପର୍ଯ୍ୟାୟ ରଥକାଠ ସଂଗ୍ରହ ପକ୍ରିୟା ଆରମ୍ଭ
ଦ୍ୱିତୀୟ ପର୍ଯ୍ୟାୟ ରଥକାଠ ସଂଗ୍ରହ ପକ୍ରିୟା ଆରମ୍ଭ

ପୁରୀ : ଚଳିତବର୍ଷ ରଥଯାତ୍ରା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ରଥକାଠ ସଂଗ୍ରହ ପକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ୱାବଧାରକଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍ ବୌଦ୍ଧ ଅଭିମୁଖେ ଯାତ୍ରା କରିଛନ୍ତି ।

ଶ୍ରୀମନ୍ଦିରରୁ ମାଳ, ମାହାର୍ଦ, ନଡିଆ, ପତନୀ, ସିନ୍ଦୁର ଦୀପ, ନୈବେଦ୍ୟ ନେଇ ଯାତ୍ରା କରିଛନ୍ତି । ଏହି ଟିମରେ ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥ ଅମିନ, ଭୋଇ ସର୍ଦ୍ଦର ରବି ଭୋଇ ରହିଛନ୍ତି । ଆସନ୍ତାକାଲି ବନଦୁର୍ଗା ଠାକୁରାଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ରଥକାଠ ଚିହ୍ନଟ ପକ୍ରିୟା ଆରମ୍ଭ ହେବ । ରଥ ନିର୍ମାଣ ପାଇଁ ୮୬୫ ଖଣ୍ତ କାଠର ଆବଶ୍ୟକତା ରହିଥିବା ବେଳେ ଗତବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି । ମୋଟ ୭୯୬ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ନୟାଗଡ ବନଖଣ୍ତରୁ ୪୯ ଖଣ୍ତ କାଠ ପୁରୀରେ ଆସି ପହଞ୍ଚିଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.