ETV Bharat / state

ସାମ୍ବାଦିକଙ୍କୁ ଧମକ ପ୍ରତିବାଦରେ ଥାନାଧିକାରୀଙ୍କ ଅଫିସ ଆଗରେ ବିକ୍ଷୋଭ

author img

By

Published : Jul 26, 2021, 5:38 PM IST

ପୁରୀ ଜିଲ୍ଲା ଗୋପ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି କାର୍ଯ୍ୟରତ ସାମ୍ବାଦିକ । ଗୋପ ଥାନା ଅଧିକାରୀ କାର୍ଯ୍ୟରତ ସାମ୍ବାଦିକଙ୍କୁ ହତ୍ୟା ଧମକ ଦେବା ପ୍ରତିବାଦରେ ଶତାଧିକ ସାମ୍ବାଦିକ ଥାନା ସମ୍ମୁଖରେ ପ୍ରତିବାଦ କରି ଗଣଧାରଣା ଦେଇଛନ୍ତି। ଅଧିକ ପଢନ୍ତୁ...

ସାମ୍ବାଦିକଙ୍କୁ ଧମକ ପ୍ରତିବାଦରେ ଥାନାଧିକାରୀ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୀ: ଗୋପ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି କାର୍ଯ୍ୟରତ ସାମ୍ବାଦିକ। ଗୋପ ଥାନା ଅଧିକାରୀ କାର୍ଯ୍ୟରତ ସାମ୍ବାଦିକଙ୍କୁ ହତ୍ୟା ଧମକ ଦେବା ପ୍ରତିବାଦରେ ଶତାଧିକ ସାମ୍ବାଦିକ ଥାନା ସମ୍ମୁଖରେ ପ୍ରତିବାଦ କରି ଗଣଧାରଣା ଦେଇଛନ୍ତି। ଗୋପ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନଙ୍କୁ ଚାକିରୀରୁ ନିଲମ୍ବନ କରିବା ସହିତ ଗିରଫ ଦାବି କରି ଧାରଣା ଦେଇଛନ୍ତି ସାମ୍ବାଦିକ ।

ସୂଚନା ଥାଉକି ଗୋପ ଅଞ୍ଚଳରେ କାର୍ଯ୍ୟରତ ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ସନ୍ତୋଷ ରାୟଙ୍କୁ ଏକ ଖବର ପ୍ରସାରଣକୁ ନେଇ ଗୋପ ଥାନା ଅଧିକାରୀ ଉତକ୍ଷିପ୍ତ ହେବା ସହ ରାତିରେ ଫୋନ କରି ଉକ୍ତ ସାମ୍ବାଦିକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.