ETV Bharat / state

ଲୁଲୁ ପରିବାର ବିରୋଧରେ ମିଥ୍ୟା ଖବର ପ୍ରକାଶିତ ଅଭିଯୋଗ; ଲୁଲୁସେନା ଓ ବିଜେପିର ପ୍ରତିବାଦ - protest against former mla sanjaya das barma

ଲୁଲୁ ପରିବାର ବିରୋଧରେ ନିର୍ଦ୍ଦିଷ୍ଟ ଖବରକାଗଜରେ ପ୍ରକାଶିତ ଖବରକୁ ନେଇ ଲୁଲୁସେନା ଓ ବିଜେପିର ପ୍ରତିବାଦ । ଏହି ଖବର ପଛରେ ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ହାତ ଥିବା ଦର୍ଶାଇ କୁଶପୁତ୍ତଳିକା ଦାହ କରିଛନ୍ତି ଉଭୟ ଦଳ ।

ଡିଜାଇନ ଫଟୋ
author img

By

Published : Nov 3, 2019, 7:10 PM IST

ବ୍ରହ୍ମଗିରି: କଂଗ୍ରେସ ନେତା ସ୍ବର୍ଗତଃ ଲୁଲୁ ମହାପାତ୍ରଙ୍କ ପରିବାର ବିରୋଧରେ ନିର୍ଦ୍ଦିଷ୍ଟ ଖବର କାଗଜରେ ପ୍ରକାଶିତ ଖବରକୁ ନେଇ ଲୁଲୁସେନା ଓ ବିଜେପିର ପ୍ରତିବାଦ । ସ୍ବର୍ଗତ ଲୁଲୁଙ୍କ ପତ୍ନୀ ନମିତା ସାହୁଙ୍କ ବାବଦରେ ଏକ ଦୈନିକ ଖବରକାଗଜ ମିଥ୍ୟା ଖବର ପ୍ରକାଶିତ କରିଥିବା ଅଭିଯୋଗ କରି ଏମାନେ ପ୍ରତିବାଦ କରିଛନ୍ତି ।

ଲୁଲୁ ପରିବାର ବିରୋଧରେ ମିଥ୍ୟା ଖବର ପ୍ରକାଶିତ ଅଭିଯୋଗ; ଲୁଲୁସେନା ଓ ବିଜେପିର ପ୍ରତିବାଦ

ଏହାସହ ଖବର ପଛରେ ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ହାତ ଥିବା ଅଭିଯୋଗ କରି ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ବ୍ରହ୍ମଗିରି ଥାନା ପର୍ଯ୍ୟନ୍ତ ଯାଇଥିଲେ ଉଭୟ ଦଳ । ସେଠାରେ ସଞ୍ଜୟ ଦାସବର୍ମା ଓ ସମ୍ପୃକ୍ତ ଖବରକାଗଜ ସମ୍ବାଦଦାତାଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି । ଏଥି ସହିତ ତାଙ୍କର କୁଶପୁତ୍ତଳିକା ଦାହ କରିବା ସହ ସମ୍ପୃକ୍ତ ଖବରକାଗଜର ଅନେକ କପିକୁ ଜାଳିଛନ୍ତି ବିକ୍ଷୋଭକାରୀ ।

ଏହି ଖବର ପ୍ରକାଶିତ ପରେ ତାଙ୍କ ପରିବାରର ମର୍ଯ୍ୟାଦା କ୍ଷୂର୍ଣ୍ଣ ହେଉଥିବା ସହ ନମିତା ମାନସିକ ରୂପେ ଆଘାତ ପାଇଥିବା ଲୁଲୁସେନା ଓ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:ଲୁଲୁସେନା ଓ ବିଜେପିର ବିକ୍ଷୋବ, ପୂର୍ବତନ ବିଧାୟକ ଙ୍କର କଲେ ଶବ ଦାହ।

ଲୁଲୁ ପରିବାର ବିରୋଧରେ ନିଧିଷ୍ଠ ଖବରକାଗଜ ରେ ମିଥ୍ୟା ଖବରକୁ ନେଇ ପ୍ରତିବାଦ କଲା ଲୁଲୁସେନା ଓ ବିଜେପି।

Body:ଗତ 2/10 ତାରିଖରେ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଧର୍ମ ପତ୍ନୀ ନମିତା ସାହୁଙ୍କୁ ନେଇ ଦୈନିକ ସମ୍ବାଦ ଖବର କାଗଜ ରେ ଏକ ମିଥ୍ୟା ଖବର ପ୍ରକାଶ ପାଇଥିଲା।
ଯାହା ଫଳରେ ତାଙ୍କ ପରିବାର ର ମଯ୍ୟାଦା ଖିଉନ ହେବା ସହ ସେ ମାନସିକ ରୂପେ ଆଘାତ ପାଇଥିବା ଅଭିଯୋଗ ହୋଇଛି ବ୍ରହ୍ମଗିରି ର ଲୁଲୁସେନା ଓ ବିଜେପି ପକ୍ଷରୁ।
ଏହି ଉଦ୍ଧେଶ୍ୟରେ ରବିବାର ଦିନ ବ୍ରହ୍ମଗିରି ବସଷ୍ଟାଣ୍ଡ ଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା।ଶହ ଶହ ଲୁଲୁ ପ୍ରେମୀ ମାନେ ଏହି ମିଥ୍ୟା ଖବର ଛପା ହେବା ପଛରେ ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା ଙ୍କ ହାତ ଥିବା ଅଭିଯୋଗ କରିଥିଲେ।ବସଷ୍ଟାଣ୍ଡ ଠାରୁ ଏକ ଶୋଭା ଯାତ୍ରା କରି ସେଥିରେ ସଞ୍ଜୟଙ୍କ ର ଏକ କୋକେଇ ନେଇ ବ୍ରହ୍ମଗିରି ଥାନା ପଯ୍ୟନ୍ତ ଯାଇଥିଲେ।ଥାନା ସମ୍ମୁଖରେ କୋକେଇ ଓ ଶହ ଶହ ସମ୍ବାଦ ଖବରକାଗଜ କୁ ନିଆଁ ଲଗାଇ ପଡ଼ିଥିଲେ।
ବ୍ରହ୍ମଗିରି ଲୁଲୁସେନାର ଆବାହକ ମଧୁ ଲେଙ୍କା ବ୍ରହ୍ମଗିରି ଥାନା ଅଧିକାରୀ ଙ୍କୁ ସଞ୍ଜୟ ଦାସବର୍ମା ଓ ଖବର ପ୍ରକାଶକ ସମ୍ବାଦଦାତାଙ୍କ ବିରୁଦ୍ଧରେ ଏକ ଏତଲା ଦେଇଛନ୍ତି।

Conclusion:Byte 1. madhu Lenka. abahak lulusena.

all visual and byte send by mojo.
ଦେବାଶିଷ ଦାସ,ବ୍ରହ୍ମଗିରି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.