ETV Bharat / state

କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ - ମୋଦି ସରକାର ବିରୋଧରେ ବିକ୍ଷୋଭ

ସିଏଏ ବିରୋଧରେ ପୁରୀ ଜିଲ୍ଲା ଗୋପରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନଙ୍କ ସହ ସିପିଆଇ ଦଳ ନେତା ଓ କର୍ମୀମାନେ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

protest-against-citizen-ammandment-act-and-nrc-in-puri
ଫଟୋ ସୌଜନ୍ୟ : ସମ୍ବାଦଦାତା, ପୁରୀ
author img

By

Published : Dec 20, 2019, 10:20 PM IST

ପୁରୀ: କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ। ଗୋପରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନଙ୍କ ସହ ସିପିଆଇ ଦଳର ନେତା ଓ କର୍ମୀମାନେ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ

ଦେଶର ବିଭିନ୍ନ ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି) ବିରୋଧରେ ପ୍ରତିବାଦ ଦେଖିବାକୁ ମିଳୁଛି । କେନ୍ଦ୍ର ସରକାରଙ୍କ ଦ୍ବାରା ଗୃହୀତ ସିଏଏ ବିରୋଧରେ ଏବଂ ପ୍ରତ୍ୟାହାର ଦାବି ନେଇ ଶୁକ୍ରବାର ଅପରାହ୍ନ ୩ଟା ରେ ଗୋପ, ନିମାପଡ଼ା, କାକଟପୁର ଅଞ୍ଚଳର ହଜାର ହଜାର ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନଙ୍କ ସହ ଗୋପ ଜୋନର ସିପିଆଇ ଦଳ ନେତା ଓ କର୍ମୀମାନେ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଗୋପ ନିକଟସ୍ଥ କୁସୁପୁର ପେଟ୍ରୋଲ ପମ୍ପ ଠାରୁ ଶତାଧିକ ଲୋକ ବ୍ୟାନର ଓ ପ୍ଲାକାର୍ଡ ଧରି ରାଜରାସ୍ତାରେ ମୋଦି ସରକାର ସାମ୍ପ୍ରଦାୟିକ ତୃଷ୍ଟିକରଣ ନୀତି ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇଛନ୍ତି । ଗୋପ ବ୍ଳକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ସେଠାରେ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଗୋପ ବିଡିଓ ଦୀପ୍ତିରାଣୀ ଦାସଙ୍କୁ ପ୍ରଦାନ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:କେନ୍ଦ୍ର ସରକାର ଙ୍କ ବିରୋଧ ରେ ବିକ୍ଷୋଭBody:
Anchor -କେନ୍ଦ୍ର ସରକାରଙ୍କ ଦ୍ବାରା ଗୃହୀତ ନାଗରିକତା ସଂଶୋଧନ ଆଇନ ଏବଂ ଏନ ଆର ସି ବିଲ ବିରୋଧରେ ଏବଂ ଏହାର ପ୍ରତ୍ୟାହାର ଦାବି ନେଇ ଶୁକ୍ରବାର ଅପରାହ୍ନ ୩ଟା ରେ ଗୋପ, ନିମାପଡ଼ା, କାକଟପୁର ଅଞ୍ଚଳ ର ହଜାର ହଜାର ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନଙ୍କ ସହ ଗୋପ ଜୋନର ସିପିଆଇ ଦଳ ନେତା ଓ କର୍ମୀମାନେ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗୋପ ନିକଟସ୍ଥ କୁସୁପୁର ପ୍ରେଟୋଲ ପମ୍ପ ଠାରୁ ଶତାଧିକ ଲୋକ ବ୍ୟାନର ଓ ପ୍ଲାଗକାର୍ଡ ମାନ ଧରି ରାଜରାସ୍ତାରେ ମୋଦି ସରକାର ସାମ୍ପ୍ରଦାୟିକ ତୃଷ୍ଟି କରଣ ନୀତି ବିରୁଦ୍ଧରେ ବିଭିନ୍ନ ନାରାବାଜି କରି ଗୋପ ବ୍ଳକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ସେଠାରେ ପ୍ରତିନିଧି ଦଳ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଗୋପ ବିଡିଓ ଦୀପ୍ତି ରାଣୀ ଦାସ ଙ୍କୁ ପ୍ରଦାନ କରିଥିଲେ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.