ETV Bharat / state

ମଦ ପିଇ ଡ୍ୟୁଟି କରୁଥିଲେ ASI, ସସପେଣ୍ଡ କଲେ SP

ମଦ୍ୟପାନ କରି ଡ୍ୟୁଟି କରିବା ପଡିଲା ମହଙ୍ଗା । ସସପେଣ୍ଡ ହେଲେ ପୁରୀ ତାଳବଣିଆ ଥାନା ଏଏସଆଇ ଲକ୍ଷଣ ଶରଣ।

author img

By

Published : Feb 10, 2021, 10:29 AM IST

ମଦ ପିଇ ଡ୍ୟୁଟି କରୁଥିଲେ ASI, ସସପେଣ୍ଡ କଲେ SP
ମଦ ପିଇ ଡ୍ୟୁଟି କରୁଥିଲେ ASI, ସସପେଣ୍ଡ କଲେ SP

ପୁରୀ: ମଦ୍ୟପାନ କରି ଡ୍ୟୁଟି କରିବା ପଡିଲା ମହଙ୍ଗା । ସସପେଣ୍ଡ ହେଲେ ପୁରୀ ତାଳବଣିଆ ଥାନା ଏଏସଆଇ ଲକ୍ଷଣ ଶରଣ। କର୍ତ୍ତବ୍ୟରେ ଅବହେଳା ଯୋଗୁଁ ପୁରୀ ଏସପି କେ.ବିଶାଳ ସିଂ ଏଏସଆଇଙ୍କୁ ସସପେଣ୍ଡ କରିଛନ୍ତି ।

ସୂଚନାନୁଯାୟୀ, ଗତକାଲି(ମଙ୍ଗଳବାର) ସେ ମଦ୍ୟପାନ କରି ଡ୍ୟୁଟିରେ ଥିଲେ । ଗତ କିଛି ଦିନ ପୁରୀ ପୋଲିସର ଶୃଙ୍ଖଳା ଉପରେ ବେଶ ଗୁରୁତ୍ତ୍ବ ଦେଉଛନ୍ତି ପୁରୀ ଏସପି । କର୍ତ୍ତବ୍ୟରେ ଅବହେଳା କଲେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ପୂର୍ବରୁ ଗତ କିଛିଦିନ ତଳେ ପୁରୀ ସଦର ଥାନା ଓ କୃଷ୍ନ ପ୍ରସାଦ ଥାନା ଜଣେ ଏଏସାଇଙ୍କୁ ଲାଞ୍ଚ ନେବା ଅଭିଯୋଗରେ ପୁରୀ ଏସପି ସସପେଣ୍ଡ କରିଥିବାର ନଜିର ରହିଛି ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.