ETV Bharat / state

ବିଜେପି ବିଧାୟକ ପ୍ରାର୍ଥୀଙ୍କ ଟାର୍ଗେଟରେ ମହାରଥୀ - ପୁରୀ

ଆଜି ପିପିଲି ସାତଶଙ୍ଖ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଅ।ୟୋଜିତ ସାମ୍ଵାଦିକ ସମ୍ମିଳନୀରେ ବିଧାୟକ ପ୍ରଦୀପ ମହାରଥୀଙ୍କୁ ଟାର୍ଗେଟ କରିବା ସହ ବିଜେଡି ସରକାର ପ୍ରତାରଣା କରିଛି ବୋଲି ସିଧାସଳଖ ଅଭିଯୋଗ ଆଣିଛି ବିଜେପି ।

ଫଟୋ ସୌଜନ୍ୟ:ସମ୍ବାଦଦାତା,ପୁରୀ
author img

By

Published : Mar 27, 2019, 8:18 PM IST

ପୁରୀ: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଭାରତୀୟ ଜନତା ପାର୍ଟିର ଟାର୍ଗେଟ । ନିର୍ଵାଚନ ପୂର୍ଵରୁ ପୁଣିଥରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଟାର୍ଗେଟ କରିଛି ବିଜେପି । ଅ।ଜି ପିପିଲି ସାତଶଙ୍ଖ ସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ଅ।ୟୋଜିତ ସାମ୍ଵାଦିକ ସମ୍ମିଳନୀରେ ବିଧାୟକ ପ୍ରଦୀପ ମହାରଥୀଙ୍କୁ ଟାର୍ଗେଟ କରିବା ସହ ବିଜେଡି ସରକାର ପ୍ରତାରଣା କରିଛି ବୋଲି ସିଧାସଳଖ ଅଭିଯୋଗ ଅ।ଣିଛି ବିଜେପି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,ପୁରୀ

ପିପିଲିରେ ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ଅ।ଦି ସମସ୍ୟା ଲାଗି ରହିଥିବାବେଳେ ଏହାର ସମାଧାନ କରିବା ଦିଗରେ ବିଫଳ ହୋଇଛନ୍ତି ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ । ଏହାଛଡା ବିଧାୟକ ମହାରଥୀ ପିପିଲି ପିଡିତା ବେବିନାକୁ ନ୍ୟାୟ ମିଳିଗଲା କହି ଉପହାସ କରିବା ସହ ମହିଳାଙ୍କ ଦୁଇଟି ସ୍ଵାମୀ କହି କଟାକ୍ଷ କରି ମହିଳାଙ୍କ ସମ୍ମାନ ସହ ଖେଳ ଖେଳିଛନ୍ତି ବୋଲି ଅଭିଯୋଗ ଅ।ଣିଛି ବିଜେପି ।

ଚଳିତ ନିର୍ଵାଚନରେ ବିଜେପି ଶାସନକୁ ଅ।ସିଲେ ଶିକ୍ଷା,ସ୍ଵାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ସମସ୍ୟା ସମାଧାନ ହେବା ସହିତ ଅଞ୍ଚଳର ବିକାଶ ଦିଗରେ ଗୁରୁତ୍ଵ ଦିଅ।ଯିବ ବୋଲି ବିଜେପି ନେତା ଅ।ଶ୍ରିତ ପଟ୍ଟନାୟକ ମତ ରଖିଛନ୍ତି । ଏହାସହ ଆସନ୍ତା 29 ତାରିଖରେ ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

FGSDF

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.