ETV Bharat / state

ଆଶ୍ରା ପାଲଟିଛି ବାତ୍ୟା ଆଶ୍ରୟସ୍ଥଳୀ - puri

ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନନ୍ତରିତ ହୋଇଛନ୍ତି ଲୋକେ । ରନ୍ଧା ଖାଦ୍ୟ ସହ ସ୍ୱାସ୍ଥ୍ୟସେବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି
author img

By

Published : May 2, 2019, 11:31 PM IST

ବ୍ରହ୍ମଗିରି: ବାତ୍ୟା ଫନିକୁ ନେଇ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି । ତେବେ କିଭଳି ରହିଛି ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକର ପରିସ୍ଥିତି, ସେନେଇ ପୁରୀ ଜିଲ୍ଲା ବ୍ରହ୍ମଗିରିର ସାତପଡା ନିକଟବର୍ତ୍ତୀ ପଣସପଦା ପଞ୍ଚାୟତର ଏକ ବାତ୍ୟା ଆଶ୍ରୟସ୍ଥଳୀରେ ପହଁଞ୍ଚିଥିଲା ଆମ ଇଟିଭି ଭାରତ କ୍ୟାମେରା ଟିମ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ଗବକୁଣ୍ଡ, ମିରଜାପୁର, ଅରକୁଟା, ଭୋଇ ସାଇ ଆଜି 4ଟି ଗ୍ରାମର ପ୍ରାୟ 2 ହଜାର ଲୋକଙ୍କୁ ପଣସପଦା କଲେଜ ଆଣି ତାଙ୍କୁ ଥଇଥାନ କରାଯାଇଛି । ସେଠାରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବା ସହ ସ୍ୱାସ୍ଥ୍ୟର ଦେଖାଶୁଣା ପାଇଁ ଏଏନଏମ କର୍ମୀ ମାନେ ଉପସ୍ଥିତ ଅଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.