ETV Bharat / state

ବାଲୁକାକଳାରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Jun 18, 2020, 3:49 AM IST

ବାଲୁକାକଳାରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି । ବାଲୁକାକଳା ମାଧ୍ୟମରେ ବଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଲାଦାଖରେ ବୀର ଶହୀଦ ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅଧିକ ପଢନ୍ତୁ...

pay-tribute-to-the-martyred-of-ladakh-sand-art-by-sudarsan-pattnaik
ବାଲୁକାକଳାରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ବାଲୁକାକଳାରେ ଗାଲୱାନ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି । ଚୀନ ସେନାର ବର୍ବୋରତାର ଶିକାର ହୋଇ ଲଦାଖରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଦେଶର ସାର୍ବଭୌମତ୍ବ ରକ୍ଷା କରିବା ପାଇଁ ଯବାନ ମାନେ ଶହୀଦ ହୋଇଛନ୍ତି ।

ବାଲୁକାକଳାରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଚୀନର ଏହି କାର୍ଯ୍ୟ ସାରା ଦେଶବାସିଙ୍କୁ ଉତ୍ତେଜିତ କରିଥିବା ବେଳେ ବୀର ଯବାନଙ୍କ ବଳିଦାନକୁ ନେଇ ସାରା ଦେଶରେ କ୍ରଧାନ୍ବିତ ହୋଇଛି। ତେବେ ବାଲୁକାକଳା ମାଧ୍ୟମରେ ବଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବୀର ଶହୀଦ ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାରା ଦେଶବାସୀ ଏହି ସମୟରେ ଏକଜୁଟ ହୋଇ ଭାରତୀୟ ସେନା ଓ ସରକାରଙ୍କୁ ସହଯୋଗ କରିବାକୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଦେଶବାସିଙ୍କୁ ବାର୍ତା ଦେଇଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.