ETV Bharat / state

କପିଳେଶ୍ବରପୁର ପାଳିଲା ଓଡ଼ିଆ ଭାଗବତ ରଚୟିତାଙ୍କ ଜୟନ୍ତୀ - ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ

ଓଡ଼ିଆ ଭାଗବତର ରଚୟିତା ପଞ୍ଚସଖା ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ନିଜ ଜନ୍ମମାଟି କପିଳେଶ୍ବରପୁର ଗ୍ରାମରେ  ପାଳିତ ହୋଇଛି । ଏହି ଅବସରରେ ଅତିବଡ଼ିଙ୍କ ଉପରେ ଆଧାରିତ ଏକ ପୁସ୍ତକ ଉନ୍ମୋଚିତ ହୋଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବ୍ରହ୍ମଗିରି
author img

By

Published : Sep 6, 2019, 9:45 PM IST

ବ୍ରହ୍ମଗିରି: ଜନ୍ମ ମାଟିରେ ପାଳିତ ହୋଇଯାଇଛି ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ । ଓଡ଼ିଆ ଭାଗବତର ରଚୟିତା ପଞ୍ଚସଖା ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ନିଜ ଜନ୍ମ ମାଟିରେ ମହା ସମାରୋହରେ ପାଳିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବ୍ରହ୍ମଗିରି

ପୁରାଣ ଯୁଗର ପଞ୍ଚସଖା ତଥା ଓଡ଼ିଆ ଭାଗବତର ରଚୟିତା ମହାନ କବି ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ନିଜ ଜନ୍ମମାଟି କପିଳେଶ୍ବରପୁର ଗ୍ରାମରେ ପାଳିତ ହୋଇଛି । ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର , ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ସମାରୋହରେ ଯୋଗଦେଇ ଅତିବଡ଼ି ଙ୍କ ମହାନତା ଉପରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ଅତିବଡ଼ିଙ୍କ ଉପରେ ଆଧାରିତ ଏକ ପୁସ୍ତକ ଉନ୍ମୋଚନ ହେବା ସହ ଅଞ୍ଚଳର କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro: ଜନ୍ମ ମାଟିରେ ପାଳିତ ହେଲା ଅତୀବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ।
ଓଡ଼ିଆ ଭାଗବତ ର ରଚୟିତା ପଞ୍ଚସଖା ଅତୀବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ନିଜ ଜନ୍ମ ମାଟିରେ ମହା ସମାରୋହରେ ପାଳିତ ହୋଇଯାଇଛି।Body:ପୁରାଣ ଯୁଗର ପଞ୍ଚସଖା ତଥ ଓଡ଼ିଆ ଭାଗବତ ର ରଚୟିତା ମହାନ କବି ଅତୀବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ନିଜ ଜନ୍ମ ମାଟି କପିଳେସ୍ୱରପୁର ଗ୍ରାମରେ ମହା ସମାରୋହରେ ପାଳିତ ହୋଇଯାଇଛି।ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ଭଳି ଆୟୋଜନ କରାଯାଇଥିଲା।
ଉକ୍ତ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଅତିବଡ଼ି ଙ୍କ ମହାନତା ଉପରେ ଉଦବୋଧନ ଦେଇଥିଲେ।ଏହି ଅବସରରେ ଅତିବଡ଼ିଙ୍କ ଉପରେ ଆଧାରିତ ଏକ ପୁସ୍ତକ ଉନ୍ମଚନ ହେବା ସହ ଅଞ୍ଚଳର କୁର୍ତୀ ଛାତ୍ର ଛାତ୍ରୀଙ୍କୁ ସମ୍ଭୋଦିତ କରଯାଇଥିଲା।Conclusion:ଦେବାଶିଷ ଦାସ, ବ୍ରହ୍ମଗିରି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.