ETV Bharat / state

ସ୍କୁଟି- ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, 1 ମୃତ

ମାଳତୀପାଟପୁର ନିକଟରେ ସଡକ ଦୁର୍ଘଟଣା । ସ୍କୁଟି- ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମୃତ ଜଣେ ଆହତ ।

author img

By

Published : Feb 9, 2019, 7:06 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
ପୁରୀ: ଜିଲ୍ଲାର ମାଳତୀପାଟପୁର ନିକଟରେ ସଡକ ଦୁର୍ଘଟଣା । ଏକ ହଣ୍ଡାଆକ୍ଟିଭା ଓ ଗ୍ୟାସ ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତକ ହେଲେ ସଦର ଥାନା ଜମାରସୁହାଁ ଗ୍ରାମର ମୁରଲୀଧର ଜେନା ବୋଲି ଜଣାପଡିଛି ।
undefined

ମିଳିଥିବା ସୂଚନା ମୁତାବକ, ମୁରଲୀ ଜଣେ ମହିଳାଙ୍କ ସହ ପୁରୀ ଅଭିମୁଖେ ଆସୁଥିବା ବେଳେ ତାଙ୍କୁ ଏକ ଗ୍ୟାସ ବୋଝେଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ମୁରଲୀଙ୍କ ମୃତ୍ୟୁ ହୋଇଥିଲା ଏବଂ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସଙ୍ଗେସଙ୍ଗେ କଟକ ବଡ ମେଡିକାଲକୁ ରେଫର କରାଯାଇଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

ଗ୍ୟାସ ଲିକ୍ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ 

କେନ୍ଦ୍ରାପଡା: ମହାକାଳପଡା ବ୍ଲକ ଅନ୍ତର୍ଗତ ଜଅଁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଏହି ଗ୍ରାମର ବୈଷ୍ଣବ ବେହେରାଙ୍କ ଘରେ ଅଗ୍ନିକାଣ୍ଡ ଘଟି 6 ବଖରା ଘର ପାଉଁଶ ହୋଇଯାଇଛି । ଶନିବାର ବିଳମ୍ବିତ ରାତିରେ ଘଟିଛି ଏହି ଅଗ୍ନିକାଣ୍ଡ । 

ସୂଚନା ଅନୁଯାୟୀ, ବୈଷ୍ଣବଙ୍କ ଘରୁ ଗ୍ୟାସ ଲିକ୍ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏଥିରେ 6 ବଖରା ସହ  ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବାବେଳେ 3ଟି ଗୋରୁ ଓ ବୈଷ୍ଣବ ମଧ୍ୟ ଆହତ ହୋଇଛନ୍ତି । ଖବର ପାଇ ମହାକାଳପଡା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । 

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ନ୍ୟୁଜ୍ 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.