ETV Bharat / state

ବ୍ରହ୍ମଗିରିରୁ ଧଳା ଜହର ଜବତ, ଜଣେ ଗିରଫ

author img

By

Published : Jan 11, 2020, 4:30 AM IST

ଶୁକ୍ରବାର ସାତପଡ଼ା ଅବକାରୀ ବିଭାଗ ଖବର ପାଇ ସୁନାମୁହିଁ ଛକରୁ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଅଶୋକ ସାହୁଙ୍କୁ ଗିରଫ କରିଛି । ଏହାସହ ତାଙ୍କ ଠାରୁ 5 ଗ୍ରାମ ବ୍ରାଉନ୍ ସୁଗାର୍ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

_brown sugar seized
ବ୍ରହ୍ମଗିରିରୁ ଧଳା ଜହର ଜବତ

ପୁରୀ: ଅବକାରୀ ବିଭାଗକୁ ସଫଳତା । ଶୁକ୍ରବାର ସାତପଡ଼ା ଅବକାରୀ ବିଭାଗ ଖବର ପାଇ ସୁନାମୁହିଁ ଛକରୁ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଅଶୋକ ସାହୁଙ୍କୁ ଗିରଫ କରିଛି । ଏହାସହ ତାଙ୍କ ଠାରୁ 5 ଗ୍ରାମ ବ୍ରାଉନ୍ ସୁଗାର୍ ଜବତ କରି ପୋଲିସ 58/20 କେସ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏବେ ଧଳା ଜହର ସାରା ଵ୍ରହ୍ମଗିରିକୁ ନିଜର କବଜା କରି ନେଇଛି । ଯୁବପିଢି ଏହି ନିଶାରେ ବାୟା ହୋଇ ଅସାଧୁ ଉପାୟ ଅବଲମ୍ବନ କରୁଛନ୍ତି । ଅନେକ ଅସାମାଜିକ ଯୁବକ ଅଳ୍ପ ପରିଶ୍ରମ କରି ଅଧିକ ଲାଭ ପାଇବା ଆଶାରେ ଚୋରା ବ୍ରାଉନ୍ ସୁଗାର୍ ବେପାର କରୁଛନ୍ତି । ଏହା ଦ୍ଵାରା ବ୍ରହ୍ମଗିରି,ରାୟବିଧାର,ସୁନାମୁହିଁ ଓ ସାତପଡ଼ା ଅଞ୍ଚଳରେ ଏହି ବେପାର କାୟା ବିସ୍ତାର କରିବାରେ ଲାଗିଛି ।

ପୋଲିସ ଓ ଅବକାରୀ ବିଭାଗ ଏହା ଜାଣି ଚୁପ ରହୁଥିବାର ଅଭିଯୋଗ ହେଇ ଆସୁଛି । ମାତ୍ର ଏବେ ପୋଲିସ ଏହି ନିଶା ବେପାରୀଙ୍କୁ ଧରିବା ପାଇଁ ଅଚାନକ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖୁଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:ଧଳା ଜହର କବଜା ରେ ବ୍ରହ୍ମଗିରି,ଅବକାରୀ ବିଭାଗ ଦ୍ଵାରା ଜଣେ ଗିରଫ।Body:ଏବେ ଧଳା ଜହର ସାରା ଵ୍ରହ୍ମଗିରିକୁ ନିଜର କବଜା କରି ନେଇଛି।ଅନେକ ଯୁବ ପିଡି ଏହାରି ପଛରେ ପଡ଼ି ଯାଇଛନ୍ତି। ଅନେକ ଅସାମାଜିକ ଯୁବକ ଅଳ୍ପ ପରିଶ୍ରମ କରି ଅଧିକ ଲାଭ ପାଇବା ଆଶାରେ ଚୋରା ବ୍ରାଉଁନ୍ ସୁଗାର୍ ବେପାର କରୁଛନ୍ତି।ଏହା ଦ୍ଵାରା ବ୍ରହ୍ମଗିରି,ରାୟବିଧାର,ସୁନାମୁହିଁ ଓ ସାତପଡ଼ା ଅଞ୍ଚଳରେ ବହୁ ମାତ୍ରାରେ ମାତି ଗଲେଣି।
ପୋଲିସ ଓ ଅବକାରୀ ବିଭାଗ ଏହା ଜାଣି ଚୁପ ରହୁଥିବା ର ଅଭିଯୋଗ ହେଇ ଆସୁଛି।
ଶୁକ୍ରବାର ଦିନ ସାତପଡ଼ା ଅବକାରୀ ବିଭାଗ ଚଢ଼ାଉ କରି ସୁନାମୁହିଁ ଛକରୁ ଧଳା ଜହର ବିକିବା ଅଭିଯୋଗରେ ଅଶୋକ ସାହୁ ଙ୍କୁ ଗିରଫ କରି।ତା ଠାରୁ 5 ଗ୍ରାମ ବ୍ରାଉଁନ୍ ସୁଗାର୍ ଜବତ କରିଛି। 58/20 କେସ ରୁଜୁ କରି ତଦନ୍ତ ଆରମ୍ଭ କରିଛି।Conclusion:ଫୋଟୋ
ଦେବାଶିଷ ଦାସ, ବ୍ରହ୍ମଗିରି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.