ETV Bharat / state

ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଲେ ଅଭିନେତା ସବ୍ୟସାଚୀ - ollywood actor sabyasachi

ଅଭିନେତା ସବ୍ୟସାଚୀ ମହାପାତ୍ର ବୁଧବାର ସନ୍ଧ୍ୟାରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ନିକଟରେ ପ୍ରିମିୟର ସୋ’ର ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି।

ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଲେ ଅଭିନେତା ସବ୍ୟସାଚୀ
author img

By

Published : Nov 6, 2019, 11:33 PM IST

Updated : Nov 7, 2019, 12:24 PM IST

ପୁରୀ: ଅସନ୍ତା 8 ତାରିଖରେ ସାରା ଓଡ଼ିଶାରେ ରିଲିଜ ହେବ ଓଡ଼ିଆ ଫିଲ୍ମ 'ମାଲ ମହୁ ଜୀବନ ମାଟି ' । ତେବେ ଏହାର ରିଲିଜ ପୂର୍ବରୁ ଅଭିନେତା ସବ୍ୟସାଚୀ ବୁଧବାର ସନ୍ଧ୍ୟାରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ନିକଟରେ ପ୍ରିମିୟର ସୋ’ର ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି।

ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଲେ ଅଭିନେତା ସବ୍ୟସାଚୀ

ଏହି ନିଆରା ଚଳଚ୍ଚିତ୍ର 'ମାଲ ମହୁ ଜୀବନ ମାଟି 'ଫିଲ୍ମଟି ଦର୍ଶକ ମହଲରେ ବେଶ ଅଦୃତ ହେବ ବୋଲି ସବ୍ୟସାଚୀ ମହାପାତ୍ର ଆଶା ପ୍ରକାଶ କରିଛନ୍ତି। ବିଶେଷ କରି ଫିଲ୍ମଟି ଦିବ୍ୟାଙ୍ଗଙ୍କ ଉପରେ ଆଧାରିତ। ଦିବ୍ୟାଙ୍ଗ କିଭଳି ସାଧାରଣ ମଣିଷ ଭଳି ସବୁଥିରେ ସକ୍ଷମ ଓ ସଫଳ ହେବ ତାହା ଏହି ଫିଲ୍ମ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଲେ ଅଭିନେତା ସବ୍ୟସାଚୀBody:ଓଡ଼ିଆ ଫିଲ୍ମ 'ମାଲ ମହୁ ଜୀବନ ମାଟି 'ଅସନ୍ତା 8 ତାରିଖରେ ସାରା ଓଡ଼ିଶାରେ ରିଲିଜ ହେବ। ତେବେ ରିଲିଜ ପୂର୍ବରୁ ଏହାର ପ୍ରମୁଖ ଭୂମିକା ରେ ଥିବା ଅଭିନେତା ସବ୍ୟସାଚୀ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ନିକଟରେ ପ୍ରିମିୟର ସୋ ର ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ସେ ଜଣେ ଓଡ଼ିଆ ହୋଇ ଥିବାରୁ ପ୍ରଥମେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ଫିଲ୍ମ ରିଲିଜ ପୂର୍ବରୁ । ଏହି ନିଆରା ଚଳ ଚିତ୍ର 'ମାଲ ମହୁ ଜୀବନ ମାଟି 'ଫିଲ୍ମ ଟି ଦର୍ଶକ ମହଲରେ ବେଶ ଅଦୃତ ହେବ ବୋଲୀ ସବ୍ୟସାଚୀ ଆଶା ପ୍ରକାଶ କରିଛନ୍ତି। ବିଶେଷ କରି ଫିଲ୍ମ ଟି ଦିବ୍ୟଙ୍ଗ ମାନଙ୍କ ଉପରେ ହୋଇଛି। ଦିବ୍ୟଙ୍ଗ ମାନେ କୀଭଳି ସାଧାରଣ ମଣିଷ ଭଳି ସବୁଥିରେ ସକ୍ଷମ ଓ ସଫଳ ସେ ବାର୍ତା ରହିଛି ଏହି ନୂଆ ଓଡ଼ିଆ ଚଳଚ୍ଚିତ୍ର ରେ।

ବାଇଟ,, ସବ୍ୟସାଚୀ,, ଓଲିଉଡ ଅଭିନେତା

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

FTP ରେ ଭିଯୁଆଲ ବାଇଟ ଯାଇଛି।Conclusion:
Last Updated : Nov 7, 2019, 12:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.