ETV Bharat / state

2 ଦିନରେ ମାଲେସିଆ ଜାହାଜରୁ ସରିବ ତେଲ କଢ଼ା

ପୁରୀ କୃଷ୍ଣ ପ୍ରସାଦ ବ୍ଲକର ରାଜହଂସ ନିକଟରେ ଅଟକି ରହିଥିବା ଜାହାଜରୁ ତେଲ ନିଷ୍କାସନ କାର୍ଯ୍ୟ ଜାରି ରହିଛି ।

author img

By

Published : Aug 30, 2019, 11:51 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ

ପୁରୀ: ମାଲେସିଆ ଜାହାଜ ଜିନହ୍ଵାରୁ ଚାଲିଛି ତେଲ କଢ଼ା । ପୁରୀ କୃଷ୍ଣ ପ୍ରସାଦ ବ୍ଲକର ରାଜହଂସ ନିକଟରେ ଅଟକି ରହିଥିବା ଜାହାଜରୁ ତେଲ ନିଷ୍କାସନ କାର୍ଯ୍ୟ ଜାରି ରହିଛି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

ସୂଚନା ଅନୁଯାୟୀ, ଜିନହ୍ଵା 32 ଟାଇମ ଚାଟର ଭେସେଲ ନାମକ ମାଲବାହି ଜାହାଜ ବାଂଲାଦେଶର ମଙ୍ଗଳା ବନ୍ଦର ଅଭିମୁଖେ ଯାତ୍ରା କରୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଜହଂସ ନିକଟରେ ଗତ 8 ତାରିଖରୁ ଅଟକି ଯାଇଥିଲା। ଏହାର ମରାମତି ଏବଂ ଏଥିରୁ ତେଲ ନିଷ୍କାସନ ନିମନ୍ତେ କୋଲକାତାର ଲର୍ଡ୍ସ ବ୍ଲୁ ଟେକ କମ୍ପାନୀକୁ ଡକାଯାଇଥିଲା ।

ଏହାପରେ କମ୍ପାନୀର ତିରିଶ ଜଣ ଇଂଜିନିୟର ବୈଷୟିକ ସହାୟତା ପ୍ରଦାନ କରିବା ସହ ଶୁକ୍ରବାର ସୁଧା 9 ହଜାର ଲିଟର ତେଲ ନିଷ୍କାସନ କରିଛନ୍ତି । ପ୍ରତି 40 ମିନିଟରେ 22 ସହ ଲିଟର ତେଲ ନିଷ୍କାସନ କରାଯିବା ସହ ପ୍ରତି ଏକ ଘଣ୍ଟା ବ୍ୟବଧାନରେ ଥଣ୍ଡା ରଖିବା ପାଇଁ ମୋଟରକୁ ବନ୍ଦ କରାଯାଉଛି ।

ଆସନ୍ତା ଦୁଇ ଦିନ ଭିତରେ ତେଲ ନିଷ୍କାସନ କାର୍ଯ୍ୟ ଶେଷ ହେବ । ଏହା ପରେ ଜାହାଜର ମରାମତି କାମ ଆରମ୍ଭ ହେବ। ଏନେଇ କର୍ତ୍ତୃପକ୍ଷ ରାଜହଂସ ନିକଟରୁ ଜାହାଜଟିକୁ ନେବାର ବ୍ୟବସ୍ଥା ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମାଲେସିଆ ଜହାଜ ଜିନ ହ୍ଵା ରୁ ଚାଲିଛି ତେଲ କଢ଼ା Body:ପୁରୀ କୃଷ୍ଣ ପ୍ରସାଦ ବ୍ଲକ ର ରାଜ ହଂସ ନିକଟରେ ଅଟକି ରହିଥିବା ଜହାଜ ରୁ ତେଲ ନିଷ୍କାସନ କାର୍ଯ୍ୟ ଜାରି ରହିଛି। ଜିନ ହ୍ଵା 32 ଟାଇମ ଚାଟର
ଭେସେଲ ନାମକ ଉକ୍ତ ମାଲ ବାହି ଜହାଜ ବାଂଲା ଦେଶ ର ମଙ୍ଗଳା ବନ୍ଦର ଅଭିମୁଖେ ଯାତ୍ରା କରୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ରାଜ ହଂସ ନିକଟରେ ଗତ 8 ତାରିଖରୁ ଅଟକି ଯାଇ ଥିଲା। ଏହାର ମରାମତି ଏବଂ ଏଥିରୁ ତେଲ ନିଷ୍କାସନ ନିମନ୍ତେ କୋଲକାତା ର ଲର୍ଡ୍ସ ବ୍ଲୁ ଟେକ କମ୍ପାନୀ ର ତିରିଶ ଜଣ ଇଂଜିନିୟର ବୈଷୟିକ ସହାୟତା ପ୍ରଦାନ କରିବା ସହ ଆଜି ସୁଧା 9 ହଜାର ଲିଟର ତେଲ ନିଷ୍କାସନ କରିଛନ୍ତି। ପ୍ରତି 40 ମିନିଟ ରେ 22 ସହ ଲିଟର ତେଲ ନିଷ୍କାସନ କରାଯିବା ସହ ପ୍ରତି ଏକ ଘଂଟା ବ୍ୟବଧାନ ରେ ଥଣ୍ଡା ରଖିବା ପାଇଁ ମୋଟର କୁ ବନ୍ଦ କରାଯାଉଛି। ଅସନ୍ତା ଦୁଇ ଦିନ ଭିତରେ ତେଲ ନିଷ୍କାସନ କାର୍ଯ୍ୟ ଶେଷ ହେବ। ଏହା ପରେ ଜହାଜ ର ମରାମତି କାମ ଆରମ୍ଭ ହେବ। ପରେ ଜହାଜ କର୍ତ୍ତୃପକ୍ଷ ରାଜ ହଂସ ନିକଟ ରୁ ଜହାଜ ଟିକୁ ନେବାର ବ୍ୟବସ୍ଥା ହୋଇଛି।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.