ETV Bharat / state

ଚିଲିକା ଉପକୂଳରୁ ହଟିବ ମାଲେସିଆ ଜାହାଜ, ନୋଟିସ ଜାରି

ଯାନ୍ତ୍ରିକ ତୃଟି ପାଇଁ କୃଷ୍ଣପ୍ରସାଦ ଥାନା ଚିଲିକା ରାଜହଂସ ନିକଟରେ ଅଗଷ୍ଟ 9ରୁ ଅଟକି ରହିଛି ମାଲେସିଆ ପଣ୍ୟବାହୀ ଜାହାଜ । ତେବେ ଏହି ଜାହାଜରୁ ଏବେ ଆରମ୍ଭ ହୋଇଛି ତେଲ କଢା ପ୍ରକ୍ରିୟା । ଅନ୍ୟପଟେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାହାଜ ମାଲିକଙ୍କୁ ଜାରି କରାଯାଇଛି ନୋଟିସ ।

author img

By

Published : Aug 29, 2019, 11:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଯାନ୍ତ୍ରିକ ତୃଟି ପାଇଁ କୃଷ୍ଣପ୍ରସାଦ ଥାନା ଚିଲିକା ରାଜହଂସ ନିକଟରେ ଅଗଷ୍ଟ 9ରୁ ଅଟକି ରହିଛି ମାଲେସିଆ ପଣ୍ୟବାହୀ ଜାହାଜ । ତେବେ ଏହି ଜାହାଜରୁ ଏବେ ଆରମ୍ଭ ହୋଇଛି ତେଲ କଢା ପ୍ରକ୍ରିୟା । ଅନ୍ୟପଟେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାହାଜ ମାଲିକଙ୍କୁ ଜାରି କରାଯାଇଛି ନୋଟିସ । ଯେଉଁଥିରେ ଏକ ସପ୍ତାହ ମଧ୍ୟରେ ଜାହାଜକୁ ଚିଲିକା ଉପକୂଳରୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସୂଚନା ଅନୁଯାୟୀ ବୁଧବାର ଆସିଥିବା ଏକ 15 ଜଣିଆ ଟିମ୍‌କୁ ଜାହାଜରୁ ତେଲ କାଢିବା କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏନେଇ ଜାହାଜରେ ପାଇପ ଭର୍ତ୍ତି କରାଯାଇଥିଲା । ଏହି ପାଇପକୁ ବାଉଁଶ ସାହାଯ୍ୟରେ ବନ୍ଧା ଯାଇ ବାଲି ପଠା ଉପରେ ରଖାଯାଇଛି । ତେଣେ ବୁଧବାର ଏହି ପାଇପ ବିଛା କାର୍ଯ୍ୟ ସରିବା ପରେ ତେଲ କଢା ଆରମ୍ଭ ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଜହାଜ ହଟାଇବା ପାଇଁ ନୋଟିସBody:ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଚିଲିକା ରାଜହଂସ ନିକଟରେ ଅଗଷ୍ଟ ୯ ତାରିଖରୁ ଅଟକି ରହିଥିବା ମାଲେସିଆ ପଣ୍ୟବାହୀ ଜାହାଜରୁ ତେଲ କାଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାହାଜ ମାଲିକଙ୍କୁ ନୋଟିସ୍ ଜାରି କରାଯାଇ ସପ୍ତାହକ ମଧ୍ୟରେ ଜାହାଜକୁ ଚିଲିକା ଉପକୂଳରୁ ସ୍ଥାନାନ୍ତରୀତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଗତକାଲି ଆସିଥିବା ଏକ ୧୫ ଜଣିଆ ଟିମକୁ ଜାହାଜରୁ ତେଲ କାଢ଼ିବା କାର୍ଯ୍ୟରେ ନିୟୋଜିତ କରାଯାଇଛି। ବୁଧବାର ଜାହାଜ ରେ ପାଇପ୍‌ ଭର୍ତ୍ତି କରାଯାଇଥିଲା। ଏହି ପାଇପ୍‌କୁ ବାଉଁଶ ସାହାଯ୍ୟରେ ବନ୍ଧାଯାଇ ବାଲିପଠା ଉପରେ ରଖାଯାଇଛି। ଗତକାଲି ପାଇପ୍‌ ବିଛା କାମ ଶେଷ ହୋଇବା ପରେ ତେଲ କଢ଼ାଯାଇଥିଲା ।

ବାଇଟ, ବଲବନ୍ତ ସିଂ , ପୁରୀ ଜିଲାପାଳConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.