ETV Bharat / state

ଦମ୍ପତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ସହ ଟଙ୍କା ସୁନା ଲୁଟିନେଲେ ପଡୋଶୀ - Neighbor assaulting the couple with a deadly weapon

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦମ୍ପତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ସହ ଟଙ୍କା ସୁନା ଗହଣା ଲୁଟିନେଲେ ପଡୋଶୀ । ନିମାପଡ଼ା ବ୍ଲକ ଅନ୍ତର୍ଗତ ଡେଣୁଆଁ ପଞ୍ଚାୟତ ନାକଡିହ ଗ୍ରାମରେ ଘଟିଛି ଏଭଳି ଘଟଣା । ଅଧିକ ପଢନ୍ତୁ...

ଦମ୍ପତ୍ତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ସହ ଟଙ୍କା ସୁନା ଗହଣା ଲୁଟିନେଲେ ପଡୋଶୀ

author img

By

Published : Aug 30, 2021, 8:42 AM IST

ପୁରୀ: ଦମ୍ପତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ସହ ଟଙ୍କା ସୁନା ଗହଣା ଲୁଟିନେଲେ ପଡୋଶୀ । ନିମାପଡ଼ା ବ୍ଲକ ଅନ୍ତର୍ଗତ ଡେଣୁଆଁ ପଞ୍ଚାୟତ ନାକଡିହ ଗ୍ରାମରେ ଘଟିଛି ଏଭଳି ଘଟଣା । ତେବେ ସେହି ଗ୍ରାମର ଶିକ୍ଷକ କାଳନ୍ଦୀ ଜେନାଙ୍କ ପରିବାର ସହିତ ପଡ଼ୋଶୀ ମଧ୍ୟରେ ପୂର୍ବ ଶତ୍ରୁତା ରହିଥିବା ବେଳେ ରବିବାର ଦିନ ପଡ଼ୋଶୀ କିଛି ଅସାମାଜିକ ବ୍ୟକ୍ତିଙ୍କୁ ଧରି ମାରଣାସ୍ତ୍ରରେ ଶିକ୍ଷକଙ୍କ ପତ୍ନୀ ନୟନା ଖଟୁଆଙ୍କୁ ଅଶ୍ଲୀଳ ଭାଷା କହିବା ସହିତ ଆକ୍ରମଣ କରିଥିଲେ।

ଦମ୍ପତ୍ତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ସହ ଟଙ୍କା ସୁନା ଗହଣା ଲୁଟିନେଲେ ପଡୋଶୀ

ଫଳରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇ ପ୍ରଥମ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏପଟେ ଆକ୍ରମଣକାରୀମାନେ ଘର ଆସବାବପତ୍ର ଫିଙ୍ଗା ଫୋପଡା କରିବା ସହିତ ସ୍ଵାମୀ କାଳନ୍ଦୀ ଜେନାଙ୍କୁ ମାଡ ମାରି ଘରୁ ଟଙ୍କା ସୁନା ଗହଣା ଲୁଟି ନେଇଥିବା ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.