ETV Bharat / state

ପୁରୀ ମେଡିକାଲ ବୁଲିଲେ ଏନଏଚଏମ ନିର୍ଦ୍ଦେଶିକା - national health mission commission director shalini pandit

ବିଭିନ୍ନ ୱାର୍ଡ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା ସହ ପୁରୀ ମେଡିକାଲ ପରିଦର୍ଶନ କରିଛନ୍ତି ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ଅଧିକ ପଢନ୍ତୁ...

ଚିକିତ୍ସା ଭିତ୍ତିଭୂମି ସମୀକ୍ଷା କଲେ ଏନଏଚଏମସି ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ
ଚିକିତ୍ସା ଭିତ୍ତିଭୂମି ସମୀକ୍ଷା କଲେ ଏନଏଚଏମସି ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ
author img

By

Published : Jan 29, 2020, 8:16 PM IST

ପୁରୀ: ବୁଧବାର ପୁରୀ ମେଡିକାଲ ପରିଦର୍ଶନ କରିଛନ୍ତି ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ବିଭିନ୍ନ ୱାର୍ଡ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ସେ ଆଲୋଚନା କରିଛନ୍ତି । ସ୍ବାସ୍ଥ୍ୟ ଭିତ୍ତିଭୂମିର କିଭଳି ବିକାଶ ହେବ ତାହା ସହ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି | ସମୀକ୍ଷା ବୈଠକରେ ବହୁ ବରିଷ୍ଠ ଡାକ୍ତର ଓ ପୁରୀ ସିଡିଏମଓ ଥିଲେ ।

ଚିକିତ୍ସା ଭିତ୍ତିଭୂମି ସମୀକ୍ଷା କଲେ ଏନଏଚଏମସି ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ

ନିର୍ଦ୍ଦେଶିକା ପହଞ୍ଚିବା ପରେ ପୁରୀ ମେଡିକାଲ ପରିଦର୍ଶନ କରିଥିଲେ । ତେବେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ସୁବିଧା କିଭଳି ରୋଗୀମାନେ ପାଇବେ ସେ ନେଇ ସରକାର ବ୍ୟବସ୍ଥା କରୁଥିବା ସମୀକ୍ଷା ବୈଠକ ପରେ ସୂଚନା ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଚିକିତ୍ସା ଭିତ୍ତିଭୂମି ସମୀକ୍ଷା Body:

Anchor-ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକା ଶାଳିନୀ ପଣ୍ଡିତ ଆଜି ପୁରୀ ମେଡିକାଲ ପରିଦର୍ଶନ କରିଛନ୍ତି | ବିଭିର୍ଣ୍ଣ ୱାର୍ଡ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି | ସ୍ୱାସ୍ଥ୍ୟ ଭିତିଭୂମିର କିଭଳି ବିକାଶ ହେବା ସହ ଅନ୍ୟାନ୍ୟ ଉର୍ନତି ମୂଳକ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି | ବହୁ ବରିଷ୍ଠ ଡାକ୍ତର ଓ ପୁରୀ ସିଡିଏମଓ ଙ୍କ ସହ ରୁଦ୍ଧଦ୍ବାର ବୈଠକ ପରେ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ | ପୂର୍ବନ୍ହ ରେ nrhm ନିର୍ଦେଶୀକା ପହଂଚିବା ପରେ ପୁରୀ ମେଡ଼ିକାଲ ପରିଦର୍ଶନ କରିଥିଲେ। ତେବେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ସୁବିଧା କୀଭଳି ରୋଗୀ ମାନେ ପାଇବେ ସେ ନେଇ ସରକାର ବ୍ୟବସ୍ଥା କରୁଥିବା ସମୀକ୍ଷା ବୈଠକ ପରେ ସୂଚନା ଦିଆଯାଇଛି
Byte- ଡାକ୍ତର ନୀଳକଣ୍ଠ ମିଶ୍ର ( ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ )

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.