ETV Bharat / state

ଶକ୍ତିପୀଠର ସୁରକ୍ଷାକର୍ମୀଙ୍କ ପାଇଁ ଶ୍ରୀକ୍ଷେତ୍ରର ସ୍ବତନ୍ତ୍ର ପର୍ବ ‘ନାଗାପୂଜା’ - ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଶ୍ରୀକ୍ଷେତ୍ରରେ ଚାଲିଛି ପ୍ରସ୍ତୁତି ପର୍ବ । ବିଭିନ୍ନ ସାହିରେ ତିଆରି ଚାଲିଛି ବିଶାଳ ନାଗା ମୂର୍ତ୍ତି ନିର୍ମାଣ ।

ନାଗା ପୂଜା ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର
author img

By

Published : Oct 2, 2019, 8:06 PM IST

Updated : Oct 2, 2019, 11:40 PM IST

ପୁରୀ: ଶାରଦୀୟ ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଏହି ଅବସରରେ ଶ୍ରୀକ୍ଷେତ୍ରରେ ରହିଛି ଆଉ ଏକ ପରମ୍ପରା । ଯାହା ନାଗା ପୂଜା ନାମରେ ପ୍ରସିଦ୍ଧ ।

ଶକ୍ତିପୀଠର ସୁରକ୍ଷାକର୍ମୀଙ୍କ ପାଇଁ ଶ୍ରୀକ୍ଷେତ୍ରର ସ୍ବତନ୍ତ୍ର ପର୍ବ ‘ନାଗାପୂଜା’

ଏହାକୁ ନେଇ ଶ୍ରୀକ୍ଷେତ୍ରରେ ଚାଲିଛି ପ୍ରସ୍ତୁତି ପର୍ବ । ବିଭିନ୍ନ ସାହିରେ ତିଆରି ଚାଲିଛି ବିଶାଳ ନାଗା ମୂର୍ତ୍ତି । ତେବେ ପୂର୍ବରୁ ଶ୍ରୀକ୍ଷେତ୍ରର ଚତୁଃପାର୍ଶ୍ବ ଥିବା ଶକ୍ତିପୀଠକୁ ନାଗା ସାଧୁମାନେ ସୁରକ୍ଷା ଦେଉଥିଲେ । ଏହାସହ ସେମାନେ ମଲ ବିଦ୍ୟାରେ ମଧ୍ୟ ନିପୁଣ ଥିଲେ । ସେହି ସ୍ମୃତିରେ ଶକ୍ତି ପୂଜା ସହିତ ନାଗା ପୂଜା ମଧ୍ୟ ବିଭିନ୍ନ ସାହିରେ ଅନୁଷ୍ଠିତ ହୋଇଥାଏ ।

ତେବେ ଏହି ନାଗା ମୂର୍ତ୍ତି ବେଶ ନିଆରା । ଏହି ମୂର୍ତ୍ତିର ଉଚ୍ଚତା 20 ଫୁଟ । ମସ୍ତକରେ ସିନ୍ଦୁର କଲି, 22 ପ୍ରକାର ଅସ୍ତ୍ର ସହ ବାହୁରେ ଏରା ପକ୍ଷୀ ପର ଧାରଣ , କଟୁରୀ, ଛୁରୀ, ବ୍ୟାଘ୍ର ଛାଲ ସମେତ ଅନେକ ପାରମ୍ପରିକ ଅଳଙ୍କାର ପରିଧାନ କରିଥାନ୍ତି ଏହି ନାଗା ମୂର୍ତ୍ତି । ଦୁର୍ଗାଙ୍କ ସହ ନାଗା ସାଧୁଙ୍କ ଏହି ପୂଜା ସାରା ରାଜ୍ୟରେ ନିଆରା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ନାଗା ପୂଜା ନେଇ ଶ୍ରୀକ୍ଷେତ୍ର ଚଳ ଚଞ୍ଚଳBody:Vo1,, ନାଗା ପୂଜା ନେଇ ଶ୍ରୀକ୍ଷେତ୍ର ରେ ଚାଲିଛି ପ୍ରସ୍ତୁତି। ବିଭିନ୍ନ ସାହିରେ ତିଆରି ଚାଲିଛି ବିଶାଳ ନାଗା ମୂର୍ତି। ଦୁର୍ଗା ପୂଜା ଅବସର ରେ ଶ୍ରୀକ୍ଷେତ୍ର ରେ ନାଗା ପୂଜା ର ପରମ୍ପରା ରହିଛି। ପୂର୍ବରୁ ଶ୍ରୀକ୍ଷେତ୍ର ଥିଲା ପ୍ରମୂଖ ଶକ୍ତି ପୀଠ। ମହାପ୍ରଭୁ ଶ୍ରୀଜଗନ୍ନାଥ ଭୈରବ ରୂପେ ପ୍ରତିପାଦିତ ହୋଇ ଛନ୍ତି। ଏଣୁ ଅନେକ ଶକ୍ତି ଉପାସନା ପୀଠ ପୂର୍ବେ ଶ୍ରୀକ୍ଷେତ୍ର ରେ ଗଢ଼ି ଉଠିଥିଲା। ତେବେ ନାଗା ସାଧୁ ମାନେ ସେତେବେଲେ ମଲ ବିଦ୍ୟା ରେ ନିପୁଣ ହୋଇ ଏହି ଶକ୍ତି ପୀଠ ଗୁଡିକୁ ସୁରକ୍ଷା ଦେଇ ଥିଲେ। ସେହି ସ୍ମୃତି ରେ ଦୁର୍ଗା ପୂଜା ଅବସର ରେ ଶକ୍ତି ପୂଜା ସହିତ ନାଗା ପୂଜା ମଧ୍ୟ ବିଭିନ୍ନ ସାହିରେ ଅନୁଷ୍ଠିତ ହୋଇଥାଏ।

ବାଇଟ1,, ନରେସ ଦାସ ,, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ

Vo2,, ତେବେ ଏହି ନାଗା ମୂର୍ତି ର ତିଆରି ବେଶ ନିଆରା। 20 ଫୁଟ ର ବିଶାଳ ମୂର୍ତି ହୋଇ ଥାଏ ନାଗା ମୂର୍ତି। ମସ୍ତକରେ ସିନ୍ଦୁର କଲି , 22 ପ୍ରକାର ଅସ୍ତ୍ରରେ ସଜିତ ସହିତ ବାହୁରେ ଏରା ପକ୍ଷୀ ପର ଧାରଣ , କଟାରୀ , ଛୁରୀ , ବ୍ୟାଘ୍ର ଛାଲ ସମେତ ଅନେକ ପାରମ୍ପରିକ ଅଳଙ୍କାର ପରିଧାନ କରିଥାନ୍ତି। ନାଗା ମୂର୍ତି ଗୁଡିକୁ ଶକ୍ତି ମୟୀ ରୂପେ ବନ ଦୁର୍ଗା ମନ୍ତ୍ର ରେ ଉପାସନା କରାଯାଏ।

ବାଇଟ2,, ନରେସ ଦାସ ,, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
Last Updated : Oct 2, 2019, 11:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.