ETV Bharat / state

Puri Murder: ଜଟିଆ ବାବାଜୀ ଛକରେ ନିର୍ମମ ହତ୍ୟାକାଣ୍ଡ - ପୁରୀ ଖଣ୍ଡା ଆକ୍ରମଣରେ ଜଣଙ୍କ ମୃତ୍ୟୁ

ପୁରୀ ଜଟିଆ ବାବାଜୀ ଛକରେ ଘଟିଯାଇଛି ନିର୍ମମ ହତ୍ୟାକାଣ୍ଡ । ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତକ ହେଲେ ଗୋପବନ୍ଧୁ କଲୋନୀର ବିକି ନାୟକ । ଅଧିକ ପଢନ୍ତୁ

Puri Murder: ଜଟିଆ ବାବାଜୀ ଛକରେ ଘଟିଯାଇଛି ନିର୍ମମ ହତ୍ୟାକାଣ୍ଡ

author img

By

Published : Jan 2, 2022, 7:50 PM IST

ପୁରୀ: ପୁରୀରେ ପୁଣି ଅପରାଧୀଙ୍କ ଖୁଲମଖୁଲା ଆତଙ୍କରାଜ । ଜଟିଆ ବାବାଜୀ ଛକରେ ଘଟିଯାଇଛି ନିର୍ମମ ହତ୍ୟାକାଣ୍ଡ । ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତକ ଗୋପବନ୍ଧୁ କଲୋନୀର ବିକି ନାୟକ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇରୁ ଅଧିକ ଦୁର୍ବୃତ୍ତ ଖଣ୍ଡାରେ ହାଣିଥିବା ଅଭିଯୋଗ ହୋଇଛି ।

Puri Murder: ଜଟିଆ ବାବାଜୀ ଛକରେ ଘଟିଯାଇଛି ନିର୍ମମ ହତ୍ୟାକାଣ୍ଡ

ବିକି ଘରୁ ବାହାରି ଦୋକାନକୁ ଯାଉଥିବାବେଳେ ଏହି ଆକ୍ରମଣ ହୋଇଥିଲା । ବିକିଙ୍କ ବେକରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଟାଉନ ଥାନା ପୋଲିସ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.