ETV Bharat / state

ବିପଦରେ ଚିଲିକା: ମାଲେସିଆ ଜାହାଜରେ ଫାଟ - ଜାହାଜରେ ଯାନ୍ତ୍ରିକ ତ୍ରୁଟି

ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ଥାନା ଚିଲିକାର ରାଜହଂସ ନିକଟ ସମୁଦ୍ର କୂଳରେ ଥିବା ମାଲେସିଆ ଜାହାଜରୁ ଏଯାଏଁ ଅଚଳାବସ୍ଥା ହଟିପାରିନଥିବାବେଳେ ଚିଲିକା ଏବେ ବିପଦ ମୁଖରେ । ଜାହାଜ କଣ୍ଟେନରରେ ଫାଟ ସୃଷ୍ଟି ହୋଇଥିବାରୁ ଏହା ଭିତରେ ପାଣି ପଶି ଯାଇଛି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ
author img

By

Published : Aug 21, 2019, 2:06 PM IST

ପୁରୀ: ଜିଲ୍ଲାର କୃଷ୍ଣ ପ୍ରସାଦ ଥାନା ଚିଲିକାର ରାଜହଂସ ନିକଟ ସମୁଦ୍ର କୂଳରେ ଥିବା ମାଲେସିଆ ଜାହାଜରୁ ଏଯାଏଁ ଅଚଳାବସ୍ଥା ହଟିପାରିନାହିଁ । ଜାହାଜରେ ଯାନ୍ତ୍ରିକ ତ୍ରୁଟି ଏ ପର୍ଯ୍ୟନ୍ତ ମରାମତି ହୋଇ ପରିନାହିଁ । ଜାହାଜ ସହିତ ଥିବା କଣ୍ଟେନର ଏବେ ବି ବିଚ୍ଛିନ୍ନ ହୋଇ ରହିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ଜାହାଜଟି ରାଜହଂସ ଠାରୁ ଖିରି ସାହି ଆଡକୁ ଦୁଇ କିଲୋମିଟର ଦୂରରେ ଥିବାବେଳେ କଣ୍ଟେନରଟି ରାଜହଂସ ପାଖରେ ରହିଛି । କଣ୍ଟେନରକୁ ଦୁଇଟି ଦଉଡି ସାହାଯ୍ୟରେ ବନ୍ଧା ଯାଇ ରଖାଯାଇଥିଲା। ସେଥିରୁ ଗୋଟିଏ ଦଉଡି ଛିଣ୍ଡିଯିବାରୁ ଏହା କୂଳରୁ ସମୁଦ୍ର ଭିତରକୁ କିଛି ଦୂର ଚାଲି ଯାଇଛି ।

ସେହିପରି ଅନ୍ୟ ଦଉଡିଟି ଯଦି ଛିଡି ଯାଏ ତେବେ ଏହା ଚିଲିକା ମୁହାଣ ଆଡକୁ ଆସିବାର ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ କଣ୍ଟେନରରେ ଫାଟ ସୃଷ୍ଟି ହୋଇଥିବାରୁ ଏହା ଭିତରେ ପାଣି ପଶି ଯାଇଛି। ପାଣି କଢ଼ା ଯାଉନଥିବାରୁ ଏହା କୌଣସି ସମୟରେ ବୁଡି ଯିବାର ଆଶଙ୍କା ରହିଛି । ଯାହା ଚିଲିକା ପାଇଁ ଘୋର ବିପଦ ଆଣିଦେଇପାରେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:,, ମାଲେସିଆ ଜହାଜ ରେ ଫାଟBody:ପୁରୀ ର କୃଷ୍ଣ ପ୍ରସାଦ ଥାନା ଚିଲିକା ର ରାଜ ହଂସ ନିକଟ ସମୁଦ୍ର କୂଳରେ ଥିବା ମାଲେସିଆ ଜାହାଜ ରୁ ଏ ଯାଏ ଅଚଳାବସ୍ଥା ହଟି ପାରି ନାହିଁ। ଜାହାଜ ରେ ଯାନ୍ତ୍ରିକ ତ୍ରୁଟି ଏ ପର୍ଯ୍ୟନ୍ତ ମରାମତି ହୋଇ ପରିନାହିଁ। ଜାହାଜ ସହିତ ଥିବା କଣ୍ଟେନର ଏବେ ବିଚ୍ଛିନ୍ନ ହୋଇ ରହି ଚି। ଜାହାଜ ଟି ରାଜ ହଂସ ଠାରୁ ଖିରି ସାହି ଆଡକୁ ଦୁଇ କିଲୋମିଟର ଦୂରରେ ଥିବା ବେଳେ କଣ୍ଟେନର ଟୀ ରାଜ ହଂସ ପାଖରେ ରହିଛି। କଣ୍ଟେନର କୁ ଦୁଇଟି ଦଉଡି ସାହାଯ୍ୟ ବନ୍ଧା ଯାଇ ରଖାଯାଇଥିଲା। ସେଥିରୁ ଗୋଟିଏ ଦଉଡି ଛିଣ୍ଡି ଯିବାରୁ ଏହା କୂଳରୁ ସମୁଦ୍ର ଭିତରକୁ କିଛି ଦୂର ଚାଲି ଯାଇଛି।ସେହିପରି ଅନ୍ୟ ଦଉଡି ଟି ଯଦି ଛିଡି ଯାଏ ତେବେ ଏହା ଚିଲିକା ମୁହାଣ ଆଡକୁ ଆସିବାର ଅସଙ୍କା ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ କଣ୍ଟେନର ରେ ଫାଟ ସୃଷ୍ଟି ହୋଇ ଥିବାରୁ ଏହାର ଭିତରେ ପାଣି ପଶି ଯାଇଛି। ପାଣି କଢ଼ା ଯାଉ ନ ଥିବା ରୁ ଏହା କୌଣସି ସମୟ ରେ ବୁଡିବାର ଅସଙ୍କା ଦେଖାଦେଇଛି।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.