ETV Bharat / state

ମହାପ୍ରଭୁଙ୍କ ବନକ ଲାଗି ନୀତି; 4 ଘଣ୍ଟା ଦର୍ଶନ ବନ୍ଦ - ବନକ ଲାଗି ନୀତି

ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକ ଲାଗି ନୀତି । ଦ୍ବି-ପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ଅଧିକ ଖବର ପଢନ୍ତୁ...

ମହାପ୍ରଭୁଙ୍କ ବନକ ଲାଗି ନୀତି; 4 ଘଣ୍ଟା ଦର୍ଶନ ବନ୍ଦ
ମହାପ୍ରଭୁଙ୍କ ବନକ ଲାଗି ନୀତି; 4 ଘଣ୍ଟା ଦର୍ଶନ ବନ୍ଦ
author img

By

Published : Dec 18, 2019, 11:16 AM IST

ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକ ଲାଗି ନୀତି । ଦ୍ବି-ପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ଏହା ଏକ ଗୁପ୍ତ ସେବା ଓ ଚାରିଘଣ୍ଟାର ନୀତି ।

ମହାପ୍ରଭୁଙ୍କ ବନକ ଲାଗି ନୀତି; 4 ଘଣ୍ଟା ଦର୍ଶନ ବନ୍ଦ

ତେବେ ବନକ ଲାଗି ନୀତି ଯୋଗୁଁ ଆଜି ଅପରାହ୍ନ 2ଟା30ରୁ ସନ୍ଧ୍ୟା 6ଟା 30ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବନକ ଲାଗିBody:ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଆଜି ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ଏହା ଏକ ଗୁପ୍ତ ସେବା ଓ ଚାରିଘଣ୍ଟାର ନୀତି ହୋଇଥିବା କାରଣରୁ ଆଜି ଅପରାହ୍ନ 2ଟା30ରୁ ସନ୍ଧ୍ୟା 6ଟା 30ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.