ETV Bharat / state

ସରିଲା ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

ସରିଲା ଜନ୍ମବେଦୀରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦୀରେ ଏହା ଥିଲା ଶେଷ ଦର୍ଶନ ।

author img

By

Published : Jul 11, 2019, 7:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ସରିଲା ଜନ୍ମବେଦୀରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦୀରେ ଏହା ଥିଲା ଶେଷ ଦର୍ଶନ । ଏହା ପରେ ମହାପ୍ରଭୁ ବାହୁଡା ଯାତ୍ରାରେ ବାହାରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା । ଏନେଇ ପ୍ରଶାସନ ତରଫରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ, ସିଂହଦ୍ୱାର ବାଟେ ଭକ୍ତମାନେ ପ୍ରବେଶ କରି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପରେ ନାକଚଣା ଦ୍ୱାର ଦେଇ ବାହାରିଥିଲେ । ବାହୁଡା ଯାତ୍ରା ପାଇଁ ସନ୍ଧ୍ୟା 7ଟାରୁ ଦର୍ଶନକୁ ବନ୍ଦ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ରେ ଲକ୍ଷାଧିକ ଭକ୍ତ

Body:ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ର ବିରଳ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇ ଯାଇଛି। ଲକ୍ଷାଧିକ ଭକ୍ତ ମହାପ୍ରଭୁ ଙ୍କ ସନ୍ଧ୍ୟା ଦର୍ଶନ କରିଛନ୍ତି। ବିଶ୍ୱାସ ରହିଛି ଏହି ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ। ସନ୍ଧ୍ୟା 7 ଟା ଯାଏ ଏହି ସନ୍ଧ୍ୟା ଦର୍ଶନ ନୀତି ଅନୁଷ୍ଠିତ ହୋଇଛି। ତେବେ ଆଜି ରାତିରେ ମହାପ୍ରଭୁଙ୍କ ବଡ଼ ସିଂହାର ବେଶ , ବାହୁଟ କଣ୍ଟକ , ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ଭୋର ରୁ ନୀତି ନିର୍ଘଟ ଅନୁଯାୟୀ ମଙ୍ଗଳ ଆଳତି, ଅବକାଶ, ତ ଡ଼ ପ ଲାଗି , ସୂର୍ଯ୍ୟ ପୂଜା ସହ ବିଭିନ୍ନ ନୀତିକାନ୍ତି ପରେ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ। ପରେ ଚତୁର୍ଦ୍ଧାମୂର୍ତ୍ତି ଧାଡି ପହଣ୍ଡି ରେ ବାହାରି ତିନି ରଥରେ ବିଜେ କରିବେ। ମହାପ୍ରଭୁଙ୍କ ବହୁଡାଯାତ୍ରା ଅନୁଷ୍ଠିତ ହେବ। ଏ ନେଇ ଭୋଇ ସେବକମାନେ ତିନି ରଥକୁ ପ୍ରସ୍ତୁତ କରି ସାରିଛନ୍ତି। କେଵଳ ଅପେକ୍ଷା ମହାପ୍ରଭୁଙ୍କ ଆଗମନ କୁ

ବାଇଟ, ପଦ୍ମନାଭ ତ୍ରିପାଠୀ,, ଗବେଷକ

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.