ETV Bharat / state

ଶ୍ରୀମନ୍ଦିରରେ ଗ୍ରହଣ ନୀତି, ଜାଣନ୍ତୁ ସମ୍ପୂର୍ଣ ବିବରଣୀ... - puri news

ଶ୍ରୀମନ୍ଦିରରେ ସୂର୍ଯ୍ୟ ପରାଗ ନେଇ ସ୍ୱତନ୍ତ୍ର ନୀତିକାନ୍ତି ରହିଛି । ମହାପ୍ରଭୁଙ୍କ ଗ୍ରହଣ ବେଶ ସମେତ ଗ୍ରହଣ ମହାସ୍ନାନ ହୋଇଥାଏ। ଅଧିକ ପଢନ୍ତୁ...

ଶ୍ରୀମନ୍ଦିରରେ ଗ୍ରହଣ ନୀତି, ଜାଣନ୍ତୁ ସମ୍ପୂର୍ଣ ବିବରଣୀ

author img

By

Published : Jun 21, 2020, 12:36 PM IST

ପୁରୀ: ଆଜି ହେଉଛି ସୂର୍ଯ୍ୟ ପରାଗ। ଏହି ସମୟରେ ଖାଦ୍ୟ ଗ୍ରହଣ ଓ ଦେବ ପୂଜା ନେଇ ନିଷେଧ ରହିଛି । ତେଣୁ ଚଳିତଥର ନିଆରା ପରାଗ ଅର୍ଥାତ ସୂର୍ଯ୍ୟ ଚାରିପଟେ ବଳୟ ଦେଖାଯିବ ।

ଶ୍ରୀମନ୍ଦିରରେ ଗ୍ରହଣ ନୀତି, ଜାଣନ୍ତୁ ସମ୍ପୂର୍ଣ ବିବରଣୀ

ଗ୍ରହଣ ଲାଗିବା ପରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଠାରେ ଶୁଖିଲି ଭୋଗ ଲାଗି ହୋଇଥାଏ । ସେହିପରି ମହାପ୍ରଭୁଙ୍କ ଗ୍ରହଣ ବେଶ ସମେତ ଗ୍ରହଣ ମହାସ୍ନାନ ହୋଇଥାଏ।

ତେବେ ଚଳିତ ସୂର୍ଯ୍ୟ ପରାଗକୁ ନେଇ ଶ୍ରୀମନ୍ଦିରରେ ଶନିବାର ଠାରୁ ପାକ ନିଷେଧ କରାଯାଇଛି। ସେହି ସମୟ ଠାରୁ ଦେବନୀତି ମଧ୍ୟ ବନ୍ଦ ରହିଛି । ଏନେଇ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ବା ମହାପ୍ରଭୁଙ୍କର ଗୁପ୍ତ ନୀତି କରାଯାଉଛି।

ବିଶ୍ୱାସ ରହିଛି ଗ୍ରହଣ ସମୟରେ ମହାପ୍ରଭୁଙ୍କୁ ସ୍ମରଣ କଲେ ସୁଫଳ ମିଳିଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.