ETV Bharat / state

ପୁରୀରେ ସାବିତ୍ରୀ ବ୍ରତ ପାଳନ କଲେ କିନ୍ନର

author img

By

Published : May 30, 2022, 7:37 PM IST

ପୁରୀରେ ସାବିତ୍ରୀ ବ୍ରତ ପାଳନ କଲେ କିନ୍ନର । ଅଧିକ ପଢ଼ନ୍ତୁ

ପୁରୀରେ ସାବିତ୍ରୀ ବ୍ରତ ପାଳନ କଲେ କିନ୍ନର
ପୁରୀରେ ସାବିତ୍ରୀ ବ୍ରତ ପାଳନ କଲେ କିନ୍ନର

ପୁରୀ : ପୁରୀରେ ସାବିତ୍ରୀ ବ୍ରତ ପାଳନ କଲେ କିନ୍ନର । କିନ୍ନରମାନେ ନିଜ ଗୁରୁଙ୍କ ଦୀର୍ଘାୟୁ ଜୀବନ କାମନା କରି ତାଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଏଭଳି ନିଆରା ଦୃଶ୍ୟ ପୁରୀରେ ଆଜି ଦେଖିବାକୁ ମିଳିଛି । କିନ୍ନର ମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଆଜିକାଲି ଦୁନିଆରେ କିନ୍ନରଟିଏ ହୋଇ ଚାଲିବା ଏତେ ସହଜ କଥା ନୁହେଁ । ଆମ ସମାଜ ଏହାକୁ ସ୍ୱୀକୃତି ଦିଏ ନାହିଁ । ଏଣୁ ଏହି ଅସମୟରେ ଯାହା ସାହାର ପାଇ କିନ୍ନର ଜୀବନ କାଟନ୍ତି, ସେହି ଗୁରୁର ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ ପାଳନ କରିଛନ୍ତି କିନ୍ନର ।

ପୁରୀରେ ସାବିତ୍ରୀ ବ୍ରତ ପାଳନ କଲେ କିନ୍ନର

ସକାଳୁ ଗାଧୋଇ ନୂଆ ଲୁଗା, ସିନ୍ଦୁର, ଚୁଡ଼ି, ଅଳତା ଲଗାଇ ପୂଜା ସାମଗ୍ରୀ ନେଇ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରନ୍ତି । ଏଥି ସହିତ ସାରା ଜଗତର ମଙ୍ଗଳ କାମନା ନେଇ ମଧ୍ୟ ପୂଜା କରନ୍ତି କିନ୍ନରମାନେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.