ETV Bharat / state

ବାଲୁକାକଳାରେ ଖେଳାଳିଙ୍କୁ ସ୍ବାଗତ ଶୁଭେଚ୍ଛା

author img

By

Published : Dec 19, 2019, 8:57 PM IST

ବାଲୁକା କଳା କରି ଭାରତ ଓ ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ ସ୍ବାଗତ କଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ...

international sand artist sudarshan pattanaik, sand art by sudarshan pattanik, welcomes india and west indies team through sand art, ବାଲୁକାକଳାରେ ଖେଳାଳିଙ୍କୁ ସ୍ବାଗତ ଶୁଭେଚ୍ଛା, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ୱେଲକମ ଟୁ ଓଡିଶା, ପୁରୀ ବେଳାଭୂମି, କଟକ ଦିନିକିଆ
ବାଲୁକାକଳାରେ ଖେଳାଳିଙ୍କୁ ସ୍ବାଗତ ଶୁଭେଚ୍ଛା

ପୁରୀ: ଆସନ୍ତା 22 ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ମୁହାଁମୁହିଁ ହେବେ ଇଣ୍ଡିଆ ଏବଂ ୱେଷ୍ଟଇଣ୍ଡିଜ ଦଳ । ଉଭୟ ଟିମ ଗୁରୁବାର ଭୁବନେଶ୍ବରରେ ଆସି ପହଁଞ୍ଚି ଯାଇଛନ୍ତି । ତେବେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉଭୟ ଟିମକୁ ନିଜ ବାଲୁକା କଳା ମାଧ୍ୟମରେ ସ୍ବାଗତ କରିଛନ୍ତି ।

ବାଲୁକାକଳାରେ ଖେଳାଳିଙ୍କୁ ସ୍ବାଗତ ଶୁଭେଚ୍ଛା

ଏହି ମ୍ୟାଚ ସିରିଜର ନିର୍ଣ୍ଣାୟକ ମ୍ୟାଚ ହୋଇ ଥିବାରୁ ବେଶ ସଂଘର୍ଷପୂର୍ଣ୍ଣ ହେବ। ଓଡିଶାରେ ଦୁଇ ଟିମ ପହଁଚି ସାରିଛନ୍ତି। ପୁରୀ ବେଳାଭୂମିରେ ‘ୱେଲକମ ଟୁ ଓଡିଶା’ ଲେଖି ଖୁବ ସୁନ୍ଦର ବାଲୁକା କଳା କରିଛନ୍ତି ସୁଦର୍ଶନ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବାଲୁକାକଳା ରେ ଶୁଭେଚ୍ଛାBody:ଅସନ୍ତା 22 ତାରିଖରେ କଟକ ବାରବାଟୀ ଷ୍ଟାଡି ଅମ ରେ ମୁହାଁ ମୁହିଁ ହେବେ ଇଣ୍ଡିଆ ଏବଂ west indies. ଏହି ମ୍ୟାଚ ସିରିଜ ର ନିର୍ଣ୍ଣାୟକ ମ୍ୟାଚ ହୋଇ ଥିବାରୁ ବେଶ ସଂଘର୍ଷ ପୂର୍ଣ ହେବ। ଓଡିଶା ରେ ଆଜି ଦୁଇ ଟିମ ପହଁଚି ସାରିଛନ୍ତି। ତେବେ ଦୁଇ ଟିମ କୁ ମ୍ୟାଚ ନେଇ ଶୁଭେଚ୍ଛା ଜଣାଇ ଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏକ ବାଲୁକାକଳା ମାଧ୍ୟମ ରେ ଏହି ଶୁଭେଚ୍ଛା ଜଣାଇଛନ୍ତି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.