ETV Bharat / state

‘ଇଟାଲିଆନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ’ ପୁରସ୍କାର ହାତେଇଲେ ସୁଦର୍ଶନ - ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁଣି ଏକ ଅନ୍ତର୍ଜାତୀୟ ପୁରସ୍କାର ହାତେଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ‘ଇଟାଲିଆନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ଆଓ୍ବାର୍ଡ 2019’ରେ ତାଙ୍କୁ ସମ୍ମାନିତ କରାଯାଇଛି ।

‘ଇଟାଲିଆନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ’ ପୁରସ୍କାର ହାତେଇଲେ ସୁଦର୍ଶନ
author img

By

Published : Nov 16, 2019, 8:05 PM IST

ନୂଆଦିଲ୍ଲୀ: ‘ଇଟାଲିଆନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ଆଓ୍ବାର୍ଡ 2019’ ପାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

international-sand-artist-sudarshan-pattanaik-receive-the-italian-golden-sand-art-award-2019
ଫଟୋ ସୌଜନ୍ୟ: @sudarsansand

ଇଟାଲୀରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ସୁଦର୍ଶନଙ୍କୁ ଏହି ପୁରସ୍କାର ଦିଆଯାଇଛି । ନଭେମ୍ବର ୧୩ରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ୧୮ରେ ଉଦ୍‌ଯାପନୀ ହେବ ।

Intro:ପିଲାଙ୍କୁ କୌଣସି ଭୂଲ ତଥ୍ୟ, ବିଭ୍ରାନ୍ତି କିମ୍ବା ଘଟଣାଚକ୍ରକୁ ବଦଳାଇବା ଉଦେଶ୍ୟ ନଥିଲା। ଏହି ଅନିଛାକୃତ ତୃଟି ଲାଗି ପତ୍ରିକାକୁ ପ୍ରତ୍ୟାହାର କରାଯାଇଛି। ଜଣଙ୍କୁ ସେବାନିବୃତ୍ତ ସହ ୨ ଜଣଙ୍କୁ କୈଫିୟତ ତଲବ କରାଯାଇଛି। ପୁସ୍ତିକାରେ ଏହି ତୃଟିକୁ ସଂଶୋଧନ କରି ପୁନଃ ମୁଦ୍ରଣ କରି ୧ ମାସ ଭିତରେ ବଣ୍ଟନ କରାଯିବ। ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଙ୍କ ଜରିଆରେ ବିଦ୍ୟାଳୟରେ ଲିଫ୍ଲେଟ ବଣ୍ଟା ଯାଇଥିଲା। ଅକ୍ଟୋବର 2018ରୁ ଅକ୍ଟୋବର 2019 ଯାଏ ଗାନ୍ଧୀଙ୍କ ଶତବାର୍ଷିକୀ ପାଳନ ଅବସରରେ ଏହି ଦାୟିତ୍ବ ତୁଲାଇଥିଲା ଗଣଶିକ୍ଷା ବିଭାଗ।Body:ସମୀର ରଞ୍ଜନ ଦାଶ, ଗଣଶିକ୍ଷା ମନ୍ତ୍ରୀConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.