ETV Bharat / state

ବାଲୁକାକଳାରେ ଅସ୍ତମିତ ଅରୁଣଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Aug 25, 2019, 3:15 AM IST

Updated : Aug 25, 2019, 11:38 AM IST

ପୁରୀ ଲାଇଟ ହାଉସ ବେଳାଭୂମିରେ 10 ଫୁଟ ଲମ୍ବର ଅରୁଣ ଜେଟଲୀଙ୍କ ପ୍ରତିମୂତି ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଦିଲ୍ଲୀ ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ପୁଣି ଥରେ ଦେଶ ଜଣେ ଦକ୍ଷ ନେତାଙ୍କୁ ହରାଇଛି । ତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ତେବେ ବଡବଡ ନେତାଙ୍କ ଠାରୁ ଆରମ୍ଭ କରି ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହି କ୍ରମରେ ପୁରୀ ଲାଇଟ ହାଉସ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ନିଜ ବାଲୁକାକଳା ମାଧ୍ୟମରେ ଶୋକବ୍ୟକ୍ତ କରିଛନ୍ତି । 10 ଫୁଟ ଲମ୍ବର ଏହି ବାଲୁକା କଳାରେ ଅରୁଣ ଜେଟଲୀଙ୍କ ପ୍ରତିମୂତି ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବଲୁକା କଳା ରେ ଅରୁଣ ଜେଟଲି ଙ୍କୁ ଶ୍ରଦ୍ଧାଞ୍ଜଳିBody:ବିଜେପି ର ବରିଷ୍ଠ ନେତା ତଥା ବିଶିଷ୍ଟ ଆଇନିଜୀବୀ ଅରୁଣ ଜେଟଲି ଙ୍କ ନିଧନ ହୋଇ ଯାଇଛି। ଏହାକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଅରୁଣ ଜେଟଲି ଙ୍କ ଭଳି ଜଣେ ଦକ୍ଷ ନେତା ଙ୍କ ନିଧନ ବିଭିନ୍ନ ମହଲରେ ସ୍ତବ୍ଧ କାରିଦେଇଛି। ତେବେ ପୁରୀ ଲାଇଟ ହାଉସ ବେଳାଭୂମି ରେ ବାଲୁକାଶିଳ୍ପୀ ମାନସ ବଲୁକା କଳା କରି ଅରୁଣ ଜେଟଲି ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଛନ୍ତି। 10 ଫୁଟ ଲମ୍ବ ଏହି ବଲୁକା କଳା ରେ ଅରୁଣ ଜେଟଲି ଙ୍କ ପ୍ରତିକୃତି କୁ ସ୍ଥାନ ଦିଆଯାଇଛି। Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
Last Updated : Aug 25, 2019, 11:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.