ETV Bharat / state

ଆଜୀବନ କାରାଦଣ୍ଡ ଭୋଗୁଥିବା ଫେରାର କଏଦୀ ଗିରଫ

author img

By

Published : May 18, 2021, 10:10 AM IST

ଆଜୀବନ କାରାଦଣ୍ଡ ଭୋଗୁଥିବା ଇଚ୍ଛାପୁର ଗ୍ରାମର ଫେରାର କଏଦୀ ଧୁଶାସନ ଭୋଇକୁ ଗିରଫ କଲା ବ୍ରହ୍ମଗିରି ପୋଲିସ । ଅଧିକ ପଢନ୍ତୁ...

ଆଜୀବନ କାରାଦଣ୍ଡ ଭୋଗୁଥିବା ଫେରାର କଏଦୀ ଗିରଫ
ଆଜୀବନ କାରାଦଣ୍ଡ ଭୋଗୁଥିବା ଫେରାର କଏଦୀ ଗିରଫ

ବ୍ରହ୍ମଗିରି: ଆଜୀବନ କାରାଦଣ୍ଡ ଭୋଗୁଥିବା ଫେରାର କଏଦୀ ଗିରଫ । ବ୍ରହ୍ମଗିରି ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ଧୁଶାସନ ଭୋଇ ନିଜ ସ୍ତ୍ରୀ କମଳା ଭୋଇକୁ 1992 ମସିହାରେ ହତ୍ୟା କରି ଆଜୀବନ କାରାଦଣ୍ଡ ଭୋଗୁଥିଲା ।

ଆଜୀବନ କାରାଦଣ୍ଡ ଭୋଗୁଥିବା ଫେରାର କଏଦୀ ଗିରଫ

ତେବେ 2010 ମସିହା ଜାନୁଆରୀ23 ରେ ପ୍ୟାରୋଲରେ ଆସି 11 ବର୍ଷ ଧରି ଜେଲ ନ ଫେରି ଫେରାର ହୋଇଯାଇଥିଲେ । । ଏସପିଙ୍କ ନିର୍ଦ୍ଦେଶ କ୍ରମେ ନାଥପୁର ଭୋଇ ସାହି ଗ୍ରାମରୁ ଧୁଶାସନ ଭୋଇକୁ ଗିରଫ କରିବାରେ ସଫଳ ହୋଇଛି ବ୍ରହ୍ମଗିରି ପୋଲିସ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.