ETV Bharat / state

ପବିତ୍ର ହୋଲି: ବାଲୁକା କଳା ମାଧ୍ୟମରେ କୋରୋନା ସଚେତନତା - through sand art by sudarshan

ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକା କଳା ମାଧ୍ୟମରେ ବିଶ୍ବବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ।

sand art
ସୁଦର୍ଶନ ପଟ୍ଟନାୟକଙ୍କ ହୋଲି ଶୁଭେଚ୍ଛା
author img

By

Published : Mar 9, 2020, 12:29 PM IST

ପୁରୀ: ବାଲୁକା କଳାରେ ହୋଲିର ଶୁଭେଚ୍ଛା । ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକା କଳା ମାଧ୍ୟମରେ ବିଶ୍ବବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ।

ସୁଦର୍ଶନ ପଟ୍ଟନାୟକଙ୍କ ହୋଲି ଶୁଭେଚ୍ଛା

କେବଳ ଶୁଭେଚ୍ଛା ଜଣାଇ ନାହାଁନ୍ତି, ବଂର ଦେଶରେ କୋରୋନାର ଭୟାବହତାକୁ ଦେଖି ଏହାର ସଂକ୍ରମଣକୁ ରୋକିବା ସହ ସମସ୍ତେ ସାବଧାନତା ଅବଲମ୍ବନ କରି ହୋଲି ଖେଳର ମଜା ନେବାକୁ ବାଲୁକା କଳାରେ ବାର୍ତା ଦେଇଛନ୍ତି ସୁଦର୍ଶନ ।

ସ୍ବାସ୍ଥ୍ୟ ବିଭାଗ କୋରୋନା ଭାଇରସ ନେଇ ଜାରି କରିଥିବା ଗାଇଡ଼ଲାଇନ ମାନିବା ସହ ଅଯଥା ଗୁଜବ ଉପରେ ବିଶ୍ବାସ ନକରିବାକୁ ବାଲୁକା କଳାରେ ଆହ୍ବାନ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.