ETV Bharat / state

ଲଗାଣ ବର୍ଷାରେ ବେହାଲ ପୁରୀ; ଭାସିଲା ବଡଦାଣ୍ତ, ଦୋକାନରେ ପଶିଲା ପାଣି

ଅଦିନିଆ ବର୍ଷାରେ ବେହାଲ ପୁରୀ ସହର । ପୁରୀ ସହର ସମେତ ଅନେକ ଅଞ୍ଚଳରେ ଜଳ ବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

author img

By

Published : Nov 12, 2021, 9:28 PM IST

ଲଗାଣ ବର୍ଷାରେ ବେହାଲ ପୁରୀ; ଭାସିଲା ବଡଦାଣ୍ତ,ଦୋକାନରେ ପଶିଲା ପାଣି

ପୁରୀ : ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଅଦିନିଆ ବର୍ଷାରେ ବେହାଲ ପୁରୀ ସହର । ପୁରୀ ସହର ସମେତ ଅନେକ ଅଞ୍ଚଳରେ ଜଳ ବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ବଡ଼ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଫଳରେ ହନ୍ତସନ୍ତ ହେଉଛନ୍ତି ପୁରୀବାସୀ । ପର୍ଯ୍ୟଟକମାନେ ଯାତାୟାତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଅଦିନିଆ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଦୋକାନରେ ପାଣି ପଶିଯାଇଛି। କିଛି ସ୍ଥାନରେ ଗାଡିଗୁଡିକ ମଧ୍ୟ ଅଧା ବୁଡ଼ି ଯାଇଛି । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ଦିନ 4ଟା ରୁ ସନ୍ଧ୍ୟା 7 ଟା ଯାଏ ଅବିଶ୍ରାନ୍ତ ବର୍ଷା ହୋଇଛି । ଫଳରେ ପୁରୀ ସହର, ବଡ଼ ଦାଣ୍ଡ ସମେତ ତଳିଆ ଅଞ୍ଚଳରେରେ ବର୍ଷା ଜଳ ଜମି ରହି କୁତ୍ରିକ ବନ୍ୟା ସ୍ଥିତି ସୃଷ୍ଟି କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.