ETV Bharat / bharat

ରାଶିଫଳ: ଏହି ରାଶିଙ୍କ ବଢ଼ିପାରେ ଖର୍ଚ୍ଚ, ଏମାନେ କରିବେ ସଞ୍ଚୟ - Today Horoscope

ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁମାନେ ଲାଭବାନ ହେବେ ? କେଉଁମାନେ କ୍ଷତି ସହିବେ ? ଜାଣିବା ପାଇଁ ପଢ଼ନ୍ତୁ ଆଜିର ରାଶିଫଳ

author img

By ETV Bharat Odisha Team

Published : 2 hours ago

Ajira Rashifala
Ajira Rashifala (ETV Bharat Odisha)

ମେଷ: ଆଜି ଆପଣଙ୍କ ମାନସିକ ଅବସ୍ଥା ଏବଂ ଶାରୀରିକ ସୁସ୍ଥତାରେ ଅଭାବ ଦେଖାଦେବ । ଆପଣଙ୍କର ଅଯଥା ଖର୍ଚ୍ଚ ବଢିପାରେ । ଏହା ଆପଣଙ୍କ ପାଇଁ ଭଲ ହେବ ଯେ, ଆପଣ ଆପଣଙ୍କ ସଞ୍ଚିତ ଧନକୁ ନିବେଶ କରିବା ପାଇଁ ଯୋଜନା ମୁତାବକ କରିବେ । ଆପଣ ସାହାଯ୍ୟ ପାଇବାର ସମ୍ଭାବନାରୁ ବଞ୍ଚିତ ହୋଇପାରନ୍ତି । ତେଣୁ ସତର୍କ ହେବେ । ଅନ୍ୟମନସ୍କ ରହିପାରନ୍ତି ।

Ajira Rashifala
Ajira Rashifala (ARIES)

ବୃଷ: ଆଜି ଦିନରେ ଆପଣ ବହୁତ ଖୁସିରେ ରହିବେ । ବନ୍ଧୁ ଏବଂ ପ୍ରିୟଜନ ଆପଣଙ୍କ ପରିବେଶକୁ ଖୁସିରେ ଭରପୁର କରିଦେବେ । ନୂଆ ନୂଆ ଯୋଗାଯୋଗ ଏବଂ ବନ୍ଧୁତ୍ୱ ଆପଣଙ୍କର ବ୍ୟବସାୟ ଏବଂ ପେଶା ପାଇଁ ଲାଭ ଜନକ ସାବ୍ୟସ୍ତ ହେବ । ଗୋଟିଏ ଛୋଟ ଯାତ୍ରା ଆପଣଙ୍କୁ ଆନନ୍ଦ ଦେବ । ବ୍ୟବସାୟରେ ଲାଭ ମିଳିବ । ସଞ୍ଚୟ ବୃଦ୍ଧି ପାଇବ । ସ୍ୱଳ୍ପରେ କହିବାକୁ ଗଲେ, ଏହି ଦିନର ଆପଣଙ୍କର ସମସ୍ତ ଖୁସି ପୁରା କରିବ ।

Ajira Rashifala
Ajira Rashifala (TAURUS)

ମିଥୁନ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିପାରେ । ଆପଣ ଆଜି କୌଣସି ନୂତନ କର୍ମାରମ୍ଭ କରନ୍ତୁ ନାହିଁ । ନିଜର ପତ୍ନୀ ଓ ସନ୍ତାନମାନଙ୍କ ଚିନ୍ତା ଆପଣଙ୍କୁ ବିବ୍ରତ କରିପାରେ । ଏହା ଆପଣଙ୍କୁ ମାନସିକ ଦ୍ୱନ୍ଦ ଆଡକୁ ଟାଣିନେଇପାରେ । ପେଟ ଯନ୍ତ୍ରଣା ଯୋଗୁଁ ଶାରିରୀକ ପୀଡା ପାଇବେ । ବାହାରକୁ ବୁଲାବୁଲି କରିବାକୁ ଯାଇ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ । ମାତ୍ର ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଟେ । କିଛି ଲୋକଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ ।

Ajira Rashifala
Ajira Rashifala (GEMINI)

କର୍କଟ: ଆଜି ଦିନଟି ମହିଳାଙ୍କ ପାଇଁ ଭାଗ୍ୟଶାଳୀ ରହିବ । ଆପଣ ଏବଂ ଛୋଟ ତୀର୍ଥ ଯାତ୍ରାରେ ଯାଇପାରନ୍ତି; ଏହା ଆପଣଙ୍କୁ ଅଧିକ ଆନନ୍ଦ ଦେବ । ଆଉ ମଧ୍ୟ ଆପଣ ମାନସିକ ଭାବରେ ଶାନ୍ତି ଏବଂ ଶାରୀରିକ ଭାବରେ ସୁସ୍ଥ ରହିବେ । ଆପଣ ଆଜି ଦିନଟି ଆପଣଙ୍କ ବନ୍ଧୁ ଏବଂ ପ୍ରିୟଜନମାନଙ୍କ ସହ ଖୁସିରେ ବିତାଇବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ । ମୁଲ୍ୟୂବାନ ଉପହାର ପାଇବେ ।

Ajira Rashifala
Ajira Rashifala (CANCER)

ସିଂହ: ନିଜ କର୍ମରେ ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ନିଜର କାର୍ଯ୍ୟକୁ ସଫଳ କରିଥିବାରୁ ପ୍ରଫୁଲ୍ଳିତ ହେବେ । ଭାଇଭ-ଉଣୀଙ୍କ ସହ ସମ୍ପର୍କ ଅତି ମଧୁମୟ ହୋଇପାରେ । ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ କୌଣସି ଏକ ସୌନ୍ଦର୍ଯ୍ୟମୟ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣରେ ଯାଇପାରନ୍ତି । ଶାରିରୀକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିବ । ଅର୍ଥଲାଭର ଶୁଭ ସୂଚନା ଅଛି । ମନ ସ୍ଥିର ଓ ଶାନ୍ତ ରହିବ । ମହିଳାମାନଙ୍କ ଠାରୁ ଶୁଭେଚ୍ଛା ମିଳିବ । ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଙ୍କର ।

Ajira Rashifala
Ajira Rashifala (LEO)

କନ୍ୟା: ଆଜି ଦିନଟି ସୌଭାଗ୍ୟଶାଳୀ ଅଟେ । ଆପଣଙ୍କର ମେଳାପୀ ଗୁଣ ଯୋଗୁଁ ଜନସାଧାରଣ ଆପଣଙ୍କୁ ଶ୍ରଦ୍ଧା ଓ ସ୍ନେହ କରିବେ । ପାରିବାରିକ ଶାନ୍ତି ଅତୁଟ ରହିବ । ତଥାପି ଆପଣ ନିଜର ଭାଷାକୁ ସଞ୍ଜତ ନକଲେ ମନାନ୍ତର ବା ଝଗଡା ହେବାର ସମ୍ଭାବନା ଅଛି । ଅର୍ଥ ନେଣଦେଣ କାରବାରରେ ସନ୍ତୁଷ୍ଟ ହେବେ । ହାନିକାରକ ଚିନ୍ତା ମନରୁ ଦୂର କରନ୍ତୁ । ଆପଣ ନିଜର ପ୍ରିୟଜନ ଓ ବନ୍ଧୁଙ୍କ ସହ ସାକ୍ଷାତ କରିବେ । ଅଳ୍ପଦିନ ପାଇଁ ପରିଭ୍ରମଣରେ ଯାଇପାରନ୍ତି ।

Ajira Rashifala
Ajira Rashifala (VIRGO)

ତୁଳା: ଆପଣ ନିଜର ଆତ୍ମବିସ୍ୱାସ ବଳରେ ଯେଉଁ କାର୍ଯ୍ୟ ହାତକୁ ନେବେ, ସେଥିରେ ସୁଫଳତା ଅର୍ଜନ କରିବେ । ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । ଶାରିରୀକ ଓ ମାନସିକ ସୁସ୍ଥତା ବଜାୟ ରହିବ । ମଉଜ ମଜଲିସ୍ ଏବଂ ଜିନିଷପତ୍ର କିଣାକିଣିରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ଆପଣ ନିଜ ମନରେ ଦୃଢ଼ ବିଶ୍ୱାସ ରଖନ୍ତୁ । ସୃଜନଶୀଳ କାର୍ଯ୍ୟକଳାପରେ ଆପଣ ନିଜକୁ ବ୍ୟସ୍ତ ରଖିପାରନ୍ତି ।

Ajira Rashifala
Ajira Rashifala (LIBRA)

ବିଛା: ଆଜି ଆପଣଙ୍କର ଖର୍ଚ୍ଚର ମାତ୍ରା ଅତ୍ୟାଧିକ ହୋଇପାରେ । ଅବଶ୍ୟ ଏହି ଖର୍ଚ୍ଚ ଆପଣଙ୍କୁ ଅତ୍ୟାଧିକ ଆନନ୍ଦ ପ୍ରଦାନ କରିବାରେ ସହାୟକ ହେବ । ଆପଣ ପର୍ଯ୍ୟଟନରେ, ମୌଜ ମଜଲିସରେ, ବିଳାସ ବ୍ୟସନରେ ଆତ୍ମ ତୃପ୍ତି ଲାଭ କରିବା ପାଇଁ ଖର୍ଚ୍ଚ କରିବାକୁ ଆଦୌ ଦ୍ୱିଧା ପ୍ରକାଶ କରିବେ ନାହିଁ । ମାତ୍ର ଆପଣଙ୍କ ଶରୀର ଆଜି ଅସୁସ୍ଥ ରହିପାରେ । ସେଥିପାଇଁ ନିଜକୁ ଦୁଃଖି ଓ ଅସହାୟ ମନେ କରିବେ । କୌଣସି ଡାକ୍ତରୀ ଚିକିତ୍ସା ପାଇଁ ଆଜି ଦିନଟି ଶୁଭପ୍ରଦ ନୁହେଁ । ଜଣେ ଆତ୍ମୀୟଙ୍କ ଦୁଃବ୍ୟବହାର ଯୋଗୁଁ କ୍ରୋଧିତ ହେବେ । ଧୈର୍ଯ୍ୟ ଧରନ୍ତୁ, ନଚେତ୍‍ ଅସୁବିଧା ଭୋଗିପାରନ୍ତି । କୌଣସି କାରଣରୁ ସାମାଜିକ ଲାଞ୍ଛନା ଭୋଗିପାରନ୍ତି ଏବଂ ଅପମାନିତ ହୋଇପାରନ୍ତି ।

Ajira Rashifala
Ajira Rashifala (SCORPIO)

ଧନୁ: ଅତ୍ୟଧିକ ମାନସିକ ଚାପ ଯୋଗୁଁ ଚିଡଚିଡ ହୋଇପାରନ୍ତି । ଆଜି ଏପରି ଗୋଟିଏ ଦିନ ଯେ ଆପଣଙ୍କ ଉପରେ ବହୁ କାର୍ଯ୍ୟଭାର ବ୍ୟସ୍ତ ଥାଇ ମଧ୍ୟ ଅବିଚଳିତ ଭାବରେ କାର୍ଯ୍ୟକୁ ବିଶ୍ରାମହୀନ ଭାବେ ସମ୍ପୂର୍ଣ୍ଣ କରିବାରେ ସଫଳତା ପାଇବେ ଏବଂ ଆତ୍ମସନ୍ତୋଷ ଲାଭ କରିବେ । ଭଗବାନଙ୍କ ଆଶୀର୍ବାଦରୁ ଆପଣଙ୍କର ଦମ୍ପତ୍ୟ ଜୀବନ ମଧୁର ହୋଇପାରେ । ବନ୍ଧୁମାନଙ୍କ ଗହଣରେ କୌଣସି ଏକ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣରେ ଯାଇ ଆନନ୍ଦ ଉଲ୍ଳାସରେ ସମୟ କାଟିପାରନ୍ତି । ପ୍ରେମୀମାନଙ୍କ ପାଇଁ ପ୍ରେମ ଓ ପ୍ରଣୟର ଶୁଭ ଦିନ । ନିଜ ପତ୍ନୀ, ପୁତ୍ର ଓ ବାନ୍ଧବୀଙ୍କ ଠାରୁ ଉପକୃତ ହୋଇପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ ହେବ ।

Ajira Rashifala
Ajira Rashifala (SAGITTARIUS)

ମକର: ଆଜି ଆପଣଙ୍କର ପାରିବାରିକ ଜୀବନ ମଧୁମୟ ହେବ । ବନ୍ଧୁ ଓ ପ୍ରିୟଜନଙ୍କ ସହ ସାକ୍ଷାତ ଲାଭ କରି ସନ୍ତୋଷ ପ୍ରକାଶ କରିବେ । ନିଜର ବ୍ୟବସାୟରେ ଆର୍ଥିକ ଉପାର୍ଜନକୁ ବ଼ଢାଇବା ପାଇଁ ବିଭିନ୍ନ ସ୍ଥାନ ବୁଲିପାରନ୍ତି । ବୃତ୍ତିଗତ ଜୀବନରେ ବହୁ ଅର୍ଥ ଉପାର୍ଜନ କରିବା ସଙ୍ଗେ ସଙ୍ଗେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ଆପଣଙ୍କ ଉପରିସ୍ଥ ହାକିମ ଆପଣଙ୍କର କାର୍ଯ୍ୟକଳାପରେ ସନ୍ତୋଷ ପ୍ରକାଶ କରିବେ । ଦୁର୍ଘଟଣାରୁ ନିଜକୁ ରକ୍ଷା କରିବା ପାଇଁ ସତର୍କତା ଅବଲମ୍ୱନ କରନ୍ତୁ ।

Ajira Rashifala
Ajira Rashifala (CAPRICORN)

କୁମ୍ଭ: ଆପଣ ନିଜର ପ୍ରତିଯୋଗୀଙ୍କ ସହ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରନ୍ତୁ ନାହିଁ । ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ଶୈଥିଳା ଭାବ ଆପଣଙ୍କୁ ହଇରାଣ କରିବ । ତଥାପି ଆପଣଙ୍କ ମାନସିକ ଶାନ୍ତି ଅବ୍ୟାହତ ରହିବ । ନିଜର ଉପରିସ୍ଥ ହାକିମଙ୍କ ସହ ମାର୍ଜିତ ବ୍ୟବହାର କରନ୍ତୁ । ମନୋରଞ୍ଜନ କାର୍ଯ୍ୟକ୍ରମରେ ଖର୍ଚ୍ଚାନ୍ତ ହେବେ । ସନ୍ତାନମାନଙ୍କ ଚିନ୍ତା ଯୋଗୁଁ ମାନସିକ ଚାପ ପଡିପାରେ । ବିଦେଶରୁ ଶୁଭ ଖବର ମିଳିପାରେ ।

Ajira Rashifala
Ajira Rashifala (AQUARIUS)

ମୀନ: ଆଜି ଆପଣ ସ୍ୱଭାବ ଈର୍ଷାଳୁ ଓ ଅଶାନ୍ତ ରହିପାରେ । ଏଥିରୁ ଆପଣଙ୍କୁ ନିଵୃତ ହେବାକୁ ପଡ଼ିବ । କେହି ଜଣେ ଆପଣଙ୍କ ଛଵିକୁ ଖରାପ କିମ୍ବା ପ୍ରତିଷ୍ଠାରେ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିବ । ସେଥିରୁ ମୁକୁଳିବାକୁ ହେଲେ ଉତ୍ତେଜିତ ନ ହୋଇ ସାଧାରଣ ଭାବେ ପ୍ରତିକ୍ରିୟା ରଖନ୍ତୁ । ଶତ୍ରୁ ବୃଦ୍ଧି ହୋଇପାରନ୍ତି । କର୍ମକ୍ଷେତ୍ରରେ ସହଯୋଗ ମିଳିନପାରେ । ତଥାପି ନିଜ ଉଦ୍ୟମରେ ସମସ୍ତ କାର୍ଯ୍ୟ କରିବାକୁ ସକ୍ଷମ ହେବେ ।

Ajira Rashifala
Ajira Rashifala (PISCES)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.