ETV Bharat / state

ପୁରୀରେ ‘ଫନି’ ତାଣ୍ଡବ, 175 କିମି ବେଗରେ ବହୁଛି ପବନ

ଫନି ପ୍ରଭାବରେ ପୁରୀରେ 175 କିମି ବେଗରେ ପବନ ବହିବାରେ ଲାଗିଛି । ତୁହାକୁ ତୁହା ବର୍ଷା ଲାଗି ରହିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି
author img

By

Published : May 3, 2019, 8:09 AM IST

Updated : May 3, 2019, 8:38 AM IST

ବ୍ରହ୍ମଗିରି: ଭୟଙ୍କର ବେଗରେ ମାଡି ଆସୁଛି ସାମୁଦ୍ରିକ ଝଡ ଫନି । ଫନିର ପ୍ରଭାବରେ ପୁରୀରେ ପ୍ରବଳ ବର୍ଷା ଆରମ୍ଭ ହୋଇଗଲାଣି । ତୁହାକୁ ତୁହା ବର୍ଷା ସାଙ୍ଗକୁ 175 କିମି ବେଗରେ ପବନ ବହିବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

। ପବନ ବେଗ ତିବ୍ର ହେବା ଯୋଗୁଁ ଚିଲିକାର ପାଣି ଉଛୁଳିବାରେ ଲାଗିଛି । ଅନ୍ୟପଟେ ଫନିକୁ ନେଇ ସ୍ଥାନୀୟ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:Body:

ghdfd

Conclusion:
Last Updated : May 3, 2019, 8:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.