ETV Bharat / state

ଲଗାଣ ବର୍ଷାରେ ପ୍ରଭାବିତ ପୁରୀ

author img

By

Published : Feb 25, 2020, 1:03 PM IST

ସକାଳୁ ପୁରୀରେ କୋହଲା ପାଗ ଥିବା ବେଳେ ଦିନ 10ଟାରୁ ବର୍ଷା ଆରମ୍ଭ ହୋଇଛି । ତେବେ ଲଗାଣ ବର୍ଷା ଲାଗି ରହିଛି ।

heavy-rain-fall-at-puri
ପୁରୀରେ ଲଗାଣ ବର୍ଷା

ପୁରୀ: ଜିଲ୍ଲାରେ ଲଗାଣ ବର୍ଷା । ଲଘୁଚାପର ପ୍ରଭାବ ପୁରୀ ସହରରେ ଦେଖିବାକୁ ମିଳିଛି । ସକାଳୁ ପୁରୀରେ କୋହଲା ପାଗ ଥିବା ବେଳେ ଦିନ 10ଟାରୁ ବର୍ଷା ଆରମ୍ଭ ହୋଇଛି । ଫଳରେ ପୁରୀ ବୁଲିବାକୁ ଆସିଥିବା ପର୍ଯ୍ୟଟକ ଲଗାଣ ବର୍ଷା ଯୋଗୁଁ ସମସ୍ୟା ଭୋଗିଛନ୍ତି ।

ପୁରୀରେ ଲଗାଣ ବର୍ଷା

ଅନ୍ୟପଟେ ଆକାଶରେ ଘନ ବାଦଲ ଆଚ୍ଛାଦିତ ଥିବାରୁ ଅନ୍ଧାର ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଦିନରେ ବି ଗାଡି ଚାଳକ ମାନେ ଗାଡି ଲାଇଟ ଲଗାଇ ଯାତାୟାତ କରୁଥିବା ଦେଖା ଯାଇ ଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.