ETV Bharat / state

‘ଫନି ପରେ ଧିମେଇଛି ଶ୍ରୀମନ୍ଦିର ମରାମତି କାମ’ - cuttack high court

ହାଇକୋର୍ଟରେ ଜଗମୋହନ ମରାମତି ମାମଲାର ଶୁଣାଣି ହୋଇଛି । ମାମଲା ନେଇ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ଆମିକସକ୍ୟୁରୀ ଏନକେ ମହାନ୍ତି । ଅଧିକ ପଢ଼ନ୍ତୁ...

‘ଫନି ପରେ ଧିମେଇଛି ଶ୍ରୀମନ୍ଦିର ମରାମତି କାମ’
author img

By

Published : Nov 18, 2019, 11:52 PM IST

Updated : Nov 18, 2019, 11:57 PM IST

କଟକ: ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି। ସୋମବାର ହାଇକୋର୍ଟରେ ଆମିକସକ୍ୟୁରୀ ଏନକେ ମହାନ୍ତି ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲେ। ଫନି ପରେ ମରାମତି କାମ ଧିମେଇ ଯାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

‘ଫନି ପରେ ଧିମେଇଛି ଶ୍ରୀମନ୍ଦିର ମରାମତି କାମ’

ଭିନ୍ନକ୍ଷମଙ୍କ ପାଇଁ ପୂର୍ବ ଦ୍ବାର ଦେଇ ରାମ୍ପ କରିବାର ଯୋଜନା ଚୂଡାନ୍ତ ହୋଇଥିଲା ବେଳେ ଏହାର ଅନୁମତି ଓ ଅର୍ଥ ବରାଦ ପାଇଁ ଏଏସଆଇ(ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା) ଡିଜିଙ୍କ ପାଖକୁ ପ୍ରସ୍ତାବ ପଠା ଯାଇଛି। ନାଟ ମଣ୍ଡପର କମ୍ପନକୁ ଦୈନିକ ରେକର୍ଡ କରାଯାଇଛି। ଆହୁରି ଏକ ମାସ ପର୍ଯ୍ୟନ୍ତ ଏହା ରେକର୍ଡ କରାଯିବ। ଆସନ୍ତା ମାସ16 ତାରିଖ ସୁଦ୍ଧା ସବିଶେଷ ତଥ୍ୟ ସହ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର 16 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଜଗମୋହନ ମରାମତି ମାମଲା ଆଜି ହାଇକୋର୍ଟ ରେ ଶୁଣାଣି ହୋଇଛି।ହାଇକୋର୍ଟ ରେ ଆଜି ଆମିକସକ୍ୟୁରୀ ଏନ କେ ମହାନ୍ତି ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି।ଫନି ପରେ ମରାମତି କାମ ଧିମେଇ ଯାଇଥିବା ଏହି ରିପୋର୍ଟ ରେ ଦର୍ଶା ଯାଇଛି।ଭିନ୍ନକ୍ଷମ ଙ୍କ ପାଇଁ ପୂର୍ବ ଦ୍ୱାର ଦେଇ ରାମ୍ପ କରିବାର ଯୋଜନା ଚୂଡାନ୍ତ ହୋଇଥିଲାବେଳେ ଏହାର ଅନୁମତି ଓ ଅର୍ଥ ବରାଦ ପାଇଁ ଏଏସଆଇ ଡିଜିଙ୍କ ପାଖକୁ ପ୍ରସ୍ଥାବ ପଠା ଯାଇଛି।ନାଟ୍ୟମଣ୍ଡପ ର ଭାଇବ୍ରେସନ କୁ ଦୈନିକ ରେକର୍ଡ କରାଯାଇଛି।ଆହୁରି ଏକ ମାସ ପର୍ଯ୍ୟନ୍ତ ଏହା ରେକର୍ଡ କରାଯିବ।ଆସନ୍ତା ୧୬ ତାରିଖ ସୁଧା ସର୍ବିସେସ ତଥ୍ୟ ସହ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଏଏସଆଇ କୁ ନିର୍ଦେଶ ଦେଇଛନ୍ତି।ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି।

Body:no need

Conclusion:no need
Last Updated : Nov 18, 2019, 11:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.