ETV Bharat / state

ସ୍ୱର୍ଗଦ୍ୱାରରେ ସମ୍ପର୍ନ୍ନ ହେଲା ଗଣେଶୀ ଲାଲଙ୍କ ପତ୍ନୀଙ୍କ ଶେଷକୃତ୍ୟ

author img

By

Published : Nov 23, 2020, 4:08 PM IST

ପୁରୀ ସ୍ୱର୍ଗଦ୍ୱାରରେ ସମ୍ପର୍ନ୍ନ ହେଲା ଗଣେଶୀ ଲାଲଙ୍କ ଧର୍ମପତ୍ନୀ ଶୁସୀଳା ଦେବୀଙ୍କ ଶେଷକୃତ୍ୟ । ପୁଅ ମନୀଷ ସିଂହଲା ଦେଲେ ମୁଖାଗ୍ନି । ଅଧିକ ପଢନ୍ତୁ...

ପୁରୀ ସ୍ୱର୍ଗଦ୍ୱାରରେ ସମ୍ପର୍ନ୍ନ ହେଲା ଗଣେଶୀ ଲାଲଙ୍କ ପତ୍ନୀଙ୍କ ଶେଷକୃତ୍ୟ

ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ସମ୍ପର୍ନ୍ନ ହେଲା ଗଣେଶୀ ଲାଲଙ୍କ ଧର୍ମପତ୍ନୀ ଶୁସୀଳା ଦେବୀଙ୍କ ଶେଷକୃତ୍ୟ । ତାଙ୍କ ପୁଅ ମନୀଷ ସିଂହଲା ଦେଲେ ମୁଖାଗ୍ନି । ରାଷ୍ଟ୍ରୀୟ ମର୍ଯ୍ୟଦା ସହ ସମ୍ପର୍ନ ହେଲା ଶେଷକୃତ୍ୟ । ଶେଷକୃତ୍ୟ ସମୟରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ମନ୍ତ୍ରୀ ନବ ଦାସ, ସମୀର ଦାସ, ନିରଞ୍ଜନ ପୂଜାରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଓ ବିଭିନ୍ନ ପ୍ରଶାସନିକ ଅଧିକାରୀ, ଉପସ୍ଥିତ ଥିଲେ ।

ସୂଚନା ଥାଉକି, ଗତ ନଭେମ୍ବର 1 ତାରିଖରେ ସେ କୋରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତରାତିରେ ତାଙ୍କର ପରଲୋକ ହୋଇଥିବା ସୂଚନା ରହିଛି । ଆଜି ତାଙ୍କ ମୃତଦେହକୁ ରାଜଭବନକୁ ଅଣାଯାଇ ପୁରୀ ସ୍ୱର୍ଗଦ୍ୱଆରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ ସମ୍ପନ୍ନ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.