ETV Bharat / state

2 ଜୁଆ ଆଡ୍ଡାରେ ପୋଲିସର ଚଢାଉ, 15 ଗିରଫ

author img

By

Published : Nov 2, 2020, 8:17 AM IST

ପୃଥକ ପୃଥକ 2 ଜୁଆ ଆଡ୍ଡା ଉପରେ ଚଢ଼ାଉ କରି 15 ଜୁଆଡ଼ିଙ୍କୁ ଗିରଫ କଲା ପୁରୀ ପୋଲିସ । ତେବେ ଗତ 31 ତାରିଖ ରାତିରେ ଏହି ଚଢ଼ାଉ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

gambling raid, 15 gamblers arrested in puri
ପୃଥକ 2 ଜୁଆ ଅଡ୍ଡାରେ ପୋଲିସର ଚଢାଉ, 15 ଗିରଫ

ପୁରୀ: ପୃଥକ ପୃଥକ 2 ଜୁଆ ଆଡ୍ଡା ଉପରେ ଚଢ଼ାଉ କରି 15 ଜୁଆଡ଼ିଙ୍କୁ ଗିରଫ କଲା ପୁରୀ ପୋଲିସ । ସୂଚନା ଅନୁଯାୟୀ, ଚଳିଆପାଟଣା ଗ୍ରାମରେ ଜୁଆ ଖେଳ ଚାଲିଥିବା ଖବର ମିଳିବା ପରେ ପୁରୀ ସଦର ଥାନା ପୋଲିସ ଚଢାଉ କରିଥିଲା । 10 ଜଣ ଜୁଆଡିଙ୍କୁ ଗିରଫ କରିବା ସହ ଜୁଆ ପାଲି , 23 ହଜାର 980 ଟଙ୍କା ଜବତ କରିଥିଲା। ସେହିପରି ପୁରୀ ସହରର ବଳିଆ ପଣ୍ଡା ଥାନା ପୋଲିସ ମଧ୍ୟ ବିଧବାଶ୍ରମ ଛକରେ ଜୁଆ ଖେଳ ଉପରେ ଚଢ଼ାଉ କରି 5 ଜଣଙ୍କୁ ଗିରଫ କରିବା ସହ ଜୁଆ ପାଲି ଓ 13 ହଜାର 60 ଟଙ୍କା ଜବତ କରିଛି ପୋଲିସ ।

ପୃଥକ 2 ଜୁଆ ଅଡ୍ଡାରେ ପୋଲିସର ଚଢାଉ, 15 ଗିରଫ

ଗତ 31 ତାରିଖ ରାତିରେ ଏହି ଚଢ଼ାଉ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ପୁରୀରେ ଜୁଆ ଖେଳ ବଢି ଚାଲିଥିବା ବେଳେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ପୁରୀ ପୋଲିସ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.