ପୁରୀ: ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ବିକାଶ ପ୍ରକଳ୍ପକୁ ଅନୁମୋଦନ ପ୍ରସଙ୍ଗ । ସମସ୍ତ ବିଧାୟକଙ୍କୁ ପ୍ରକଳ୍ପ ପାଇଁ କୃତଜ୍ଞତା ଜଣାଇଲେ ଗଜପତି ଦିବ୍ୟସିଂହ ଦେବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉପସ୍ଥାପିତ ଏହି ପ୍ରକଳ୍ପ ଦ୍ବାରା ଜଗନ୍ନାଥ ଧାମ ବିଶ୍ବର ପ୍ରମୁଖ ଆଧ୍ୟାତ୍ମକି ଓ ସାଂସ୍କୃତିକ କେନ୍ଦ୍ରସ୍ଥଳ ରୂପେ ରୂପାନ୍ତରିତ ହେବ । ମହାପ୍ରଭୁ ଜଗନ୍ନାଥ ଏହି ଐତିହାସିକ ପ୍ରୟାସକୁ ସଫଳ କରନ୍ତୁ ବୋଲି କୃତଜ୍ଞତା ଜଣାଇ କହିଲେ ଗଜପତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ