ETV Bharat / state

'ଫନି'ର କୋପ: ବେସାହାରା ହେଲେ କୃଷ୍ଣପ୍ରସାଦ ବ୍ଲକର ଶହ ଶହ ପରିବାର - ପୁରୀ

ବାତ୍ୟା 'ଫନି'ର ପ୍ରଭାବରେ ହୋଇଛି ଅନେକ କ୍ଷୟକ୍ଷତି । ପୁରୀ ଜିଲ୍ଲାରେ ଏହାର ପ୍ରଭାବ ଅଧିକ ହୋଇଥିବା ବେଳେ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଳକରେ ଅନେକ କ୍ଷୟକ୍ଷତି ହୋଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ
author img

By

Published : May 6, 2019, 4:31 AM IST

ପୁରୀ: ବାତ୍ୟା 'ଫନି'ର ପ୍ରଭାବରେ ହୋଇଛି ଅନେକ କ୍ଷୟକ୍ଷତି । ପୁରୀ ଜିଲ୍ଲାରେ ଏହାର ପ୍ରଭାବ ଅଧିକ ହୋଇଥିବା ବେଳେ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଳକରେ ଅନେକ କ୍ଷୟକ୍ଷତି ହୋଇଛି । ବ୍ଳକର ଜହ୍ନିକୁଦା ର ମହାନ୍ତି ସାହି ସମେତ ଆଖପାଖ ଅଞ୍ଚଳରେ ରହିଥିବା ସମସ୍ତ କଚ୍ଚାଘର ଗୁଡିକ ଭାଙ୍ଗିଯାଇ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଛି ।

ଅନେକ ପରିବାର ବାତ୍ୟାର ତାଣ୍ଡବ ଲୀଳାରେ ମର୍ମାହତ ହୋଇପଡିଥିବା ବେଳେ ଚୁଲି ବି ଜଳିପାରିନି । ବାତ୍ୟା ସମୟରେ ଘର ଛାଡ଼ି ଅନ୍ୟ ସ୍ଥାନକୁ ଚାଲିଯାଇଥିବା ଅନେକ ପରିବାରର ସଦସ୍ୟ ମାନଙ୍କ ଜୀବନ ବଞ୍ଚିଯାଇଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ରହିଥିବା ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ସମସ୍ତେ ଏବେ ଚିନ୍ତାରେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

କିଭଳି ରହିଛି ଏଠାକାର ଚିତ୍ର। ତାହାକୁ ଇଟିଭି ଭାରତ କ୍ୟାମେରା ଟିମ କଏଦ କରିଥିଲା ନିଜ କ୍ୟାମରାରେ । କଣ ରହିଛି ସେଠାକାର କ୍ଷତିଗ୍ରସ୍ତ ଜନତାଙ୍କ ପ୍ରତିକ୍ରିୟା ଦେଖନ୍ତୁ ଏହି ଗ୍ରାଉଣ୍ଡ ଜିରୋ ରିପୋର୍ଟରେ ।

ପୁରୀରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

'ଫନି'ର କୋପ: ବେସାହାରା ହେଲେ କୃଷ୍ଣପ୍ରସାଦ ବ୍ଲକର ଶହ ଶହ ପରିବାର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.