ETV Bharat / state

ଜନ୍ମାଷ୍ଟମୀ ପାଇଁ 5 ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

author img

By

Published : Aug 22, 2019, 7:40 PM IST

ଜନ୍ମାଷ୍ଟମୀ ନୀତି ଯୋଗୁଁ ମହାପ୍ରଭୁଙ୍କ ଦର୍ଶନ 5 ଘଣ୍ଟା ବନ୍ଦ ରହିବ । ଶୁକ୍ରବାର ସନ୍ଧ୍ୟା 6 ଟାରୁ ରାତି 11 ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ।

ଫାଇଲ ଫଟୋ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି । ସମ୍ପନ୍ନ ହେବ ମହାପ୍ରଭୁଙ୍କ ବାଲ୍ୟ ଲୀଳା । ତେବେ ଜନ୍ମାଷ୍ଟମୀ ପାଇଁ ସ୍ବତନ୍ତ୍ର ନୀତିକାନ୍ତି ହେତୁ ମହାପ୍ରଭୁଙ୍କ ଦର୍ଶନ 5 ଘଣ୍ଟା ପାଇଁ ବନ୍ଦ ରହିବ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ରହିଛି ।

ଫାଇଲ ଭିଡିଓ

ସନ୍ଧ୍ୟା ଧୂପ ନୀତି ପରେ ଠାକୁରଙ୍କ ଜନ୍ମାଷ୍ଟମୀ ବିଧି ଅନୁଷ୍ଠିତ ହେବ । ସେହି ସମୟରେ ଭକ୍ତମାନେ ଠାକୁରଙ୍କ ଦର୍ଶନ ପାଇପାରିବେ ନାହିଁ । ଶୁକ୍ରବାର ସନ୍ଧ୍ୟା 6 ଟା ରୁ ରାତି 11 ଟା ଯାଏଁ ଠାକୁରଙ୍କ ଏହି ନୀତି ଅନୁଷ୍ଠିତ ହେବ । ତେବେ ଏହି ସମୟରେ ଦର୍ଶନ ବନ୍ଦ ରହିବ ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଜନ୍ମାଷ୍ଟମୀ ନୀତି ଯୋଗୁ ମହାପ୍ରଭୁଙ୍କ ଦର୍ଶନ 5 ଘଣ୍ଟା ବନ୍ଦ ରହିବ।Body:ଶୁକ୍ରବାର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଙ୍କ ଜନ୍ମୋତ୍ସବ। ସମ୍ପନ ହେବ ମହାପ୍ରଭୁଙ୍କ ବାଲ୍ୟ ଲୀଳା। ତେବେ ଜନ୍ମାଷ୍ଟମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ହେତୁ ମହାପ୍ରଭୁଙ୍କ ଦର୍ଶନ 5 ଘଣ୍ଟା ପାଇଁ ବନ୍ଦ ରହିବ। ସନ୍ଧ୍ୟା ଧୂପ ନୀତି ପରେ ଠାକୁରଙ୍କ ଜନ୍ମାଷ୍ଟମୀ ବିଧି ଅନୁଷ୍ଠିତ ହେବ। ସେହି ସମୟରେ ଭକ୍ତ ମାନେ ଠାକୁର ଙ୍କ ଦର୍ଶନ ପାଇ ପାରିବେ ନାହିଁ। ଶ୍ରୀମନ୍ଦିର କାର୍ଯ୍ୟଳୟ ପକ୍ଷରୁ ଏ ନେଇ ସୂଚନା ରହିଛି। ଶୁକ୍ରବାର ସନ୍ଧ୍ୟା 6 ଟା ରୁ ରାତି11 ଟା ଯାଏଁ ଠାକୁରଙ୍କ ଏହି ନୀତି ଅନୁଷ୍ଠିତ ହେବ।ଏହି ସମୟ ରେ ଦର୍ଶନ ବନ୍ଦ ରହିବ।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

ଶ୍ରୀମନ୍ଦିର ଫାଇଲ ଭିଯୁଆଲ ଲାଗିବ ଏହି ଷ୍ଟୋରି ପାଇଁ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.