ETV Bharat / state

Floating Bridge Vessel Stranded: ଚିଲିକାରେ ଫସିଛି ଯାତ୍ରୀବାହୀ ଭସାପୋଲ

author img

By

Published : Jul 8, 2022, 9:17 PM IST

Updated : Jul 8, 2022, 9:36 PM IST

ଜହ୍ନିକୁଦାରୁ ସାତପଡା ଯାତ୍ରାରେ ବାହାରିଥିବା ଯାତ୍ରୀବାହୀ ଭସାପୋଲ ଚିଲିକା ମଧ୍ୟରେ ଫସି ରହିଛି । ଏଥିରେ ୧୫ଟି ମଟୋର ସାଇକେଲ, ୫ଟି ଚାରିଚକିଆ ଯାନ ସମେତ ୫୦ରୁ ଊର୍ଦ୍ଧ୍ବ ଲୋକ ରହିଛନ୍ତି । ଅଧିକ ପଢ଼ନ୍ତୁ

ଚିଲିକାରେ ଫସିଛି ଯାତ୍ରୀବାହୀ ଭସାପୋଲ
ଚିଲିକାରେ ଫସିଛି ଯାତ୍ରୀବାହୀ ଭସାପୋଲ

ବ୍ରହ୍ମଗିରି: ଚିଲିକା ମଧ୍ୟରେ ଫସି ରହିଛି ଯାତ୍ରୀବାହୀ ଭସାପୋଲ । ଜହ୍ନିକୁଦାରୁ ସାତପଡା ଯାତ୍ରା ଆରମ୍ଭ କରିଥିବା ଏହି ଭସାପୋଲଟି ସନ୍ଧ୍ୟା ୫ଟା ସମୟରେ ଜହ୍ନିକୁଦା ଘାଟ ଛାଡ଼ିଥିଲା ।

ଚିଲିକାରେ ଫସିଛି ଯାତ୍ରୀବାହୀ ଭସାପୋଲ

ଫସି ରହିଥିବା ଭସାପୋଲରେ ୧୫ଟି ମଟୋର ସାଇକେଲ, ୫ଟି ଚାରିଚକିଆ ଯାନ ସମେତ ୫୦ରୁ ଊର୍ଦ୍ଧ୍ବ ଲୋକ ରହିଥିବା ଦେଖିବାକୁ ମିଳିଛି ।

ସାତପଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଏହି ଯାତ୍ରୀବାହୀ ଭସାପୋଲ ସନ୍ଧ୍ୟା ୫ଟା ସମୟରେ ଜହ୍ନିକୁଦା ଘାଟରୁ ବାହାରିଥିଲା । ତେବେ ୫୦୦ ମିଟର ଯିବାପରେ ଦୀର୍ଘ ସମୟ ଧରି ଚିଲିକା ମଝିରେ ଅଟକି ରହିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବ୍ରହ୍ମଗିରି

Last Updated : Jul 8, 2022, 9:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.