ETV Bharat / state

ଶ୍ରୀମନ୍ଦିର ବେଢ଼ା ଭିତର ଭିଡିଓ ଭାଇରାଲ ଘଟଣା; ଥାନାରେ ଏତଲା - ଶ୍ରୀମନ୍ଦିର ଭିଡିଓ ଭାଇରାଲ ମାମଲା

ଶ୍ରୀମନ୍ଦିର ବେଢ଼ା ଭିତର ଭିଡିଓ ଭାଇରାଲ ଘଟଣାକୁ ନେଇ ସିଂହଦ୍ବାର ଥାନାରେ ଏତଲା । ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ଓ ଶ୍ରୀମନ୍ଦିର କାର୍ଯ୍ୟଳୟ ଥାନାରେ ଏତଲା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Oct 28, 2019, 9:08 PM IST

ପୁରୀ: ଶ୍ରୀମନ୍ଦିର ବେଢ଼ା ଭିତର ଭିଡିଓ ଭାଇରାଲ ଘଟଣାକୁ ନେଇ ସିଂହଦ୍ବାର ଥାନାରେ ଏତଲା । ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଏହି ଏତଲା ଦିଆଯାଇଛି । ଏହା ସହିତ ଶ୍ରୀମନ୍ଦିର ବେଢ଼ା ଭିତର ଭିଡିଓ ଭାଇରାଲ କରିଥିବା ଯୁବତୀଙ୍କୁ ଗିରଫ କରିବାକୁ ଦାବି କରିଛି ଜିଲ୍ଲା ଯୁବ ଅଧିବକ୍ତା ସଂଘ । ସେପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟ ମଧ୍ୟ ନିୟମ ଉଲଂଘନ କରିଥିବା ହେତୁ ଯୁବତୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ କହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଅନ୍ୟପକ୍ଷରେ ଶ୍ରୀମନ୍ଦିରର କୋହଳ ତଥା ଅବହେଳା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି ଜିଲ୍ଲା ଯୁବ ଅଧିବକ୍ତା ସଂଘ। ସରକାର 75 ମିଟର ସୁରକ୍ଷାକୁ ନେଇ ବ୍ୟାପକ କାର୍ଯ୍ୟ କରୁଥିବା ବେଳେ ଶ୍ରୀମନ୍ଦିରର ଭିତର ସୁରକ୍ଷା ବ୍ୟବସ୍ଥାରେ ଅବହେଳା କରୁଥିବା ସଂଘ କହିଛି । ଶ୍ରୀମନ୍ଦିର ସର୍ବଦା ଆତଙ୍କବାଦୀଙ୍କ ଟାର୍ଗେଟରେ ରହୁଥିବା କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି କହି ଆସୁଛି । ହେଲେ ଏହି ଘଟଣା ପରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି ସଂଘ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:viral vedio fir

Body:ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ ଘଟଣା କୁ ନେଇ ସିଂହ ଦ୍ୱାର ଥାନା ରେ ଏତଲା ଦିଆଯାଇଛି। ପୁରୀ ଜିଲା ଯୁବ ଅଧିବକ୍ତା ସଂଘ ଓ ଶ୍ରୀମନ୍ଦିର କାର୍ଯ୍ୟଳୟ ପକ୍ଷରୁ ଏତଲା ଥାନା କରାଯାଇଛି। ଶ୍ରୀମନ୍ଦିର ଭିତର ବେଢ଼ା ଭିଡିଓ ଭାଇରାଲ କରିଥିବା ଯୁବତୀ କୁ ଗିରଫ କରିବାକୁ ଜିଲା ଯୁବ ଅଧିବକ୍ତା ସଂଘ ଦାବି କରିଛି। ସେହିପରି ନୀୟମ ଉଲଂଘନ କରିଥିବା ହେତୁ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟଳୟ ପକ୍ଷରୁ ମଧ୍ୟ ଏତଲା ଦିଆଯାଇଛି। ଅନ୍ୟପଟେ ଶ୍ରୀମନ୍ଦିର ରେ ଢିଲା ସୁରକ୍ଷା ବ୍ୟବସ୍ଥା କୁ ନେଇ ପ୍ରଶ୍ନ ଉଠାଇଛି ଜିଲା ଯୁବ ଅଧିବକ୍ତା ସଂଘ। ସରକାର 75 ମିଟର ସୁରକ୍ଷା ନେଇ ବ୍ୟପକ କାର୍ଯ୍ୟ କରୁଥିବା ବେଳେ ଶ୍ରୀମନ୍ଦିର ଭିତରେ ସୁରକ୍ଷା ବ୍ୟବସ୍ଥା ନେଇ ସରକାର କେବେ ଚେତିବେ ବୋଲୀ ସଂଘ କହିଛି। ଶ୍ରୀମନ୍ଦିର ସବୁ ବେଳେ ଆତଙ୍କବାଦୀ ଙ୍କ ଟାର୍ଗେଟ ରେ ଥିବା କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି କହି ଆସୁଥିବା ବେଳେ କୀଭଳି ସୁରକ୍ଷା ବ୍ୟବସ୍ଥା ଏବେ ରହିଛି ତାହା ସ୍ପଷ୍ଟ ହେଉଛି ବୋଲୀ ସଂଘ କହିଛି।

ବାଇଟ,, 1,, ଅନୀଲ କୁମାର ସାହୁ ,, ଆବାହକ ,, ପୁରୀ ଜିଲା ଯୁବ ଅଧିବକ୍ତା ସଂଘ
ବାଇଟ,, 2,, ଉମାସଙ୍କର ଦାସ ,, ପୁରୀ ଏସପି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.