ETV Bharat / state

‘ବୁଲବୁଲ’କୁ ନେଇ ଚାଷୀ ଆତଙ୍କିତ - ବୁଲ ବୁଲ କୁ ନେଇ ଚାଷୀ ଆତଙ୍କିତ

ବାତ୍ୟା ‘ବୁଲବୁଲ’ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଆଡକୁ ମୁହାଁଇଛି । ତେବେ ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ବର୍ଷା ହେଲେ ଜମିରେ ପାଣି ଜମି ନଷ୍ଟ ହୋଇଯିବାର ସମ୍ଭାବନା ରହିଛି । ଯାହାକୁ ନେଇ ଚିନ୍ତାରେ ପୁରୀ ଚାଷୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Nov 8, 2019, 8:37 PM IST

ପୁରୀ: ବାତ୍ୟା ‘ବୁଲବୁଲ’ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଆଡକୁ ମୁହାଁଇଛି । ତେବେ ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ବର୍ଷା ହେଲେ ଜମିରେ ପାଣି ଜମି ନଷ୍ଟ ହୋଇଯିବାର ସମ୍ଭାବନା ରହିଛି । ଯାହାକୁ ନେଇ ଚିନ୍ତାରେ ପୁରୀ ଚାଷୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଶନିବାର ଠାରୁ ତିନି ଦିନ ଯାଏ ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ । ଏହି ସମୟରେ ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଧାନ ଅମଳ ସମୟରେ ବୁଲବୁଲ ବାତ୍ୟା ଏବେ ସାଜିଛି ବଇରୀ । ପୂର୍ବରୁ ବାତ୍ୟା ଫନିରେ ସବୁକିଛି ଉଜୁଡି ଯାଇଥିଲା । ଧାର କରଜ କରି ଧାନ ଫସଲ କରିଛନ୍ତି ଚାଷୀ।

ଧାନ ପାଚିଲାଣି ଆଉ କିଛି ଦିନର ଚାଷୀମାନେ ଆମଦାନୀ କରିଥାନ୍ତେ । ବହୁ କଷ୍ଟରେ ଧାନ ଫସଲ କରିଛନ୍ତି । ମାତ୍ର ବାତ୍ୟା ବୁଲବୁଲରେ ଧାନ ଫସଲ ନଷ୍ଟ ହୋଇଯିବ ବୋଲି ଚାଷୀମାନେ ଭୟରେ ଆତଙ୍କିତ ହୋଇ ଅଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବୁଲ ବୁଲ କୁ ନେଇ ଚାଷୀ ଆତଙ୍କିତBody:

ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଆଡକୁ ମୁହାଁଇଚି । ତେବେ ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଆସନ୍ତାକାଲିଠାରୁ ତିନି ଦିନ ଯାଏ ଉପକୂଳ ଓ ଉତର ଓଡିଶାରେ ପ୍ରବଳ ବର୍ଷା ହେବ । ଏହି ସମୟରେ ୮୦ରୁ ୯୦ କିଲୋମିଟର ବେଗରେ ପବନ ବି ବୋହିବ । ଏଥିପାଇଁ ପୁରୀ ରେ ଏବେ ଚାଷୀ ଚିନ୍ତାରେ। ହଜାର ହଜାର ଟଙ୍କା ଖର୍ଚ୍ଚ କରି ଧାନର‌ ଅମଳ ଅବସ୍ଥାରେ ଥିବା ବେଳେ ବୁଲ ବୁଲ ବାତ୍ୟା ଏବେ ସାଜିଛି ବଇରୀ। ପୂର୍ବରୁ ବାତ୍ୟା ଫନି ରେ ସବୁକିଛି ଉଜୁଡି ଯାଇଥିଲା। ଧାର କରଜ କରି ଧାନ ଫସଲ କରିଛନ୍ତି ଚାଷୀ। ଧାନ ପାଚିଲାଣି ଆଉ କିଛି ଦିନର ଚାଷୀମାନେ ଆମଦାନୀ କରିଥାନ୍ତେ। ବହୁ କଷ୍ଟରେ ଧାନ ଫସଲ କରିଛନ୍ତି ହେଲେ ବାତ୍ୟା ବୁଲୁ ବୁଲୁ ରେ ଧାନ ଫସଲ ନଷ୍ଟ ହୋଇଯିବ ବୋଲି ଚାଷୀମାନେ ଭୟରେ ଆତଙ୍କିତ ହୋଇଅଛନ୍ତି । ବର୍ଷା ହେଲେ ଜମି ରେ ପାଣି ଜମି ନଷ୍ଟ ହୋଇ ଯିବାର ସମ୍ଭାବନା ରହିଛି। ଯାହାକୁ ନେଇ ଚିନ୍ତାରେ ଚାଷୀ।

ବାଇଟ,, ଚାଷୀ
ବାଇଟ,, ଚାଷୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.