ETV Bharat / state

ଅନ୍ତିମ ପର୍ଯ୍ୟାୟରେ ମାଲେସିଆ ଜାହାଜରୁ ତେଲ ନିଷ୍କାସନ ପ୍ରକ୍ରିୟା

ଚିଲିକାର ରାଜହଂସ ପାଖ ସମୁଦ୍ରରେ ଫସି ରହିଥିବା ମାଲେସିଆ ପଣ୍ୟବାହୀ ଜାହାଜରୁ ତେଲ ନିଷ୍କାସନ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । 4 ଦିନର କସରତ ପରେ ଜାହାଜରୁ ପ୍ରାୟ 23 ରୁ 30 ହଜାର ଡିଜେଲ କଢା ହୋଇଥିବା ଜାହାଜ ତଦାରଖ ପାଇଁ ଆସିଥିବା କମ୍ପାନୀ କର୍ମଚାରୀ ଅମିତ ଶର୍ମା ଜଣାଇଛନ୍ତି ।

author img

By

Published : Sep 2, 2019, 3:07 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ବ୍ରହ୍ମଗିରି: ଚିଲିକାର ରାଜହଂସ ପାଖ ସମୁଦ୍ରରେ ଫସି ରହିଥିବା ମାଲେସିଆ ପଣ୍ୟବାହୀ ଜାହାଜରୁ ତେଲ ନିଷ୍କାସନ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ସ୍ଥାନୀୟ ଲୋକ ଓ ପରିବେଶବିତ୍‌ ମାନେ ସରକାରଙ୍କ ପାଖରେ ଅଭିଯୋଗ କରିବାରୁ ଜାହାଜ ମାଲିକ ସେଥିରେ ଥିବା ପ୍ରାୟ 30 ହଜାର ଡିଜେଲ କାଢ଼ିବା ପ୍ରକ୍ରିୟା ଆରମ୍ଭ କରିଥିଲେ। । 4 ଦିନର କସରତ ପରେ ଜାହାଜରୁ ପ୍ରାୟ 23 ରୁ 30 ହଜାର ଡିଜେଲ କଢା ହୋଇଥିବା ଜାହାଜ ତଦାରଖ ପାଇଁ ଆସିଥିବା କମ୍ପାନୀ କର୍ମଚାରୀ ଅମିତ ଶର୍ମା ଜଣାଇଛନ୍ତି ।

ମାଲେସିଆ ଜାହାଜରୁ ତେଲ ନିଷ୍କାସନ ପ୍ରକ୍ରିୟା

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ 7 ତାରିଖରୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ମାଲେସିଆର ପଣ୍ୟବାହୀ ଜାହାଜ ଚିଲିକାର ରାଜହଂସଠାରେ ଫସି ରହିଥିଲା । ତେଲ କାଢ଼ିବା ପାଇଁ କୋଲକତାରୁ ଆସିଥିବା ୭ ଜଣିଆ ବିଶେଷଜ୍ଞ ଦଳ ଓ ବାଲେଶ୍ବରରୁ ଆସିଥିବା ୧୨ଜଣିଆ ଟିମ୍ ଜାହାଜରୁ ତେଲ କାଢ଼ିବା ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:ଶେଷ ପ୍ରଜାୟରେ ମାଲେସିଆ ଜାହାଜରୁ ତେଲ ନିଷ୍କାସନ ।
ଚିଲିକା ରାଜହଂସ ନିକଟ ସମୁଦ୍ରରେ ଲାଗିଥିବା ଜାହାଜରୁ ତେଲ ନିଷ୍କାସନ ପ୍ରକ୍ରିୟା ଶେଷ ପ୍ରଜାୟରେ।

Body:ଚିଲିକା ରାଜହଂସ ନିକଟ ସମୁଦ୍ର କୂଳରେ ଅଗଷ୍ଟ 7 ତାରିଖରେ ଯାନ୍ତ୍ରିକ ତ୍ରୁଟି ହେବାରୁ ଦିଗହରା ହୋଇ ମଲେସିଆର ଏକ ମାଲ ବାହି ଜାହାଜ ଲାଗିଥିଲା।
ପାଖା ପାଖି 1 ମାସ ଧରି ସମୁଦ୍ର କୂଳରେ ଜାହାଜଟି ପଡି ରହିଥିଲା।ସମୁଦ୍ରର ଢେଉ ମାଡରେ କଣ୍ଟେନର ଟି ଅଧା ବୁଡି ଯାଇଥିବା ବେଳେ ଇଞ୍ଜିନ ଥିବା ଜାହାଜଟି ଲେଉଟିବା ଅବସ୍ଥାରେ ଥିଲା।
ସ୍ଥାନୀୟ ଲୋକ ଓ ପରିବେଶ ବିତ ମାନେ ସରକାରଙ୍କ ପାଖରେ ଅଭିଯୋଗ କରିବାରୁ ଜାହାଜ ମାଲିକ ସେଥିରେ ଥିବା ପ୍ରାୟ 30 ହଜାର ଡିଜେଲ କାଢ଼ିବା ପ୍ରକ୍ରିୟା ଆରମ୍ଭ କରିଥିଲେ।
ଦୀର୍ଘ 4 ଦିନ ଲାଗି ଜାହାଜରୁ ପ୍ରାୟ 30 ହଜାର ପାଖା ପାଖି ଡିଜେଲ କଢା ହୋଇଥିବା ଜାହାଜ ତଦାରଖ ପାଇଁ ଆସିଥିବା କମ୍ପାନୀ କର୍ମଚାରୀ ଅମିତ ଶର୍ମା ଜଣାଇଛନ୍ତି।

Conclusion:byte Amit Sarma, ship karmachari
visual and byte send by mojo.
ଦେବାଶିଷ ଦାସ,ବ୍ରହ୍ମଗିରି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.